149 ନମ୍ବର ଜାତୀୟ ରାଜପଥ ଅବରୋଦ୍ଧ କଲେ ସୀପୁର ଗ୍ରାମ ବାସି
149 ନମ୍ବର ଜାତୀୟ ରାଜପଥ ଅବରୋଦ୍ଧ କଲେ ସୀପୁର ଗ୍ରାମ ବାସି, ଅନଗୁଳ ଜିଲ୍ଲା କଣିହାଁ ବ୍ଲକ କର୍ଣ୍ଣପାଳ ପଂଚାୟତ ଶିପୁର ଗ୍ରାମ ମଧ୍ୟସ୍ଥଳୀରେ ନିର୍ମାଣ ହେବାକୁ ଥିବା ଜୈବ ଚିକିତ୍ସା ଓ ବର୍ଜ୍ୟବସ୍ତୁ ଚିକିତ୍ସା ସୁବିଧା ପ୍ଲାଣ୍ଟକୁ ବନ୍ଦ କରିବା…
