Category: ଖୋର୍ଦ୍ଧା

ଅପ୍ରେଲ ୧୧ ତାରିଖରୁ ସକାଳ ସ୍କୁଲ 

ଅପ୍ରେଲ ୧୧ ତାରିଖରୁ ସକାଳ ସ୍କୁଲ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଶିକ୍ଷାବର୍ଷ ୨୦୨୩ – ୨୪ରେ ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା କାର୍ଯ୍ୟକ୍ରମ ଚଳିତ ଅପ୍ରେଲ ମାସ…

୪ ଚୋର ସମେତ ପାଞ୍ଚ ନାବାଳକ ଗିରଫ

ଅନୁଗୋଳ (୦୯/୦୪/୨୦୨୩) : ଜିଲ୍ଲା ବନ୍ତଳା ପୋଲିସ କୁ ଏକ ବଡ ଧରଣର ସଫଳତା ମିଳିଛି। ଗେଞ୍ଜଇ ନିଶାରେ ଚୋରି କରୁଥିବା ଚୋର ମାନଙ୍କ ଏତେ ଲମ୍ବା ତାଲିକା ରହିଛି ଯେ, ଅନେକ କ୍ଷେତ୍ରରେ ସେମାନଙ୍କ ଅଭିଯୋଗ ପୋଲିସ ପାଖକୁ ଆସୁନଥିଲା।…

ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ ।

ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡାକଡି ନିରୀକ୍ଷଣ କରାଯିବ । ଖୋଲାପକାରୀ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ୭ ଦିନିଆ ନୋଟିସ ଦିଆଯିବ । > ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ…

କୋଭିଡ-୧୯ ମୁକାବିଲା ପ୍ରସ୍ତୁତି ଏବଂ ଟିକାକରଣ ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ର ସରକାର

ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । କୋଭିଡ-୧୯ ମହାମାରୀ ମୁକାବିଲାର ସମସ୍ତ ଦିଗ ବିଷୟରେ ସମୀକ୍ଷା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି…

ଓଡ଼ିଶାରେ ‘ଉତ୍କଳ ଦିବସ’ରୁ ଜି-୨୦ ବୈଠକ ପର୍ଯ୍ୟନ୍ତ ଜନ ଭାଗିଦାରୀ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗଦର୍ଶନରେ କାର୍ଯ୍ୟକ୍ରମ ଆୟୋଜନ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ଉତ୍କଳ ଦିବସରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ମାସ ବ୍ୟାପୀ ଜି- ୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ…

ଉତ୍କଳ ଦିବସ ଉତ୍ସବ ପାଳନ ନେଇ ପ୍ରସ୍ତୁତି

ଆସନ୍ତା ତା ୦୧-୦୪-୨୦୨୩ ରିଖରେ ଭୁବନେଶ୍ବର, ନୂଆଦିଲ୍ଲୀ, କୋଲକାତା ଏବଂ ସମସ୍ତ ଜିଲ୍ଲାସ୍ତରରେ ଉତ୍କଳ ଦିବସ ଉତ୍ସବ ପାଳନ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉତ୍କଳ ମଣ୍ଡପରେ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ଯୋଗଦାନ…

ଟାଟା ଷ୍ଟିଲ ମେରାମଣ୍ଡଳି କୁ ଇସ୍ପାତ ସୁରକ୍ଷା ପୁରସ୍କାର

ନରେନ୍ଦ୍ରପୁର ୨୭ ମାର୍ଚ୍ଚ ୨୦୨୩ ଟାଟା ଷ୍ଟିଲ ମେରାମଣ୍ଡଳି (ଟି ଏସ୍ ଏମ୍) ଏହାର ଉଲ୍ଲେଖନୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ଜଏଂଟ କମିଟି ଅନ ଅଫ ସେପ୍ଟି ହେଲଥ ଆଣ୍ଡ ଏନଭରମେଣ୍ଟ ଇନ୍ ଷ୍ଟିଲ୍ इंडस्ट्री ଠାରୁ ସମ୍ମାନ ଜନକ ଇସ୍ପାତ…

ଜମିବାଡି ଭାଗବଣ୍ଟା ନେଇ ସାନ ଭାଇ ଆକ୍ରମଣ ରେ ବଡ ଭାଇ ଗୁରୁତ୍ତର

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତ ରେ ଜମି ଭାଗବଣ୍ଟା କୁ ନେଇ ସାନଭାଇ ଆକ୍ରମଣରେ ବଡଭାଇ ଗୁରୁତ୍ତର। ସାନଭାଇ କୁ ବଅଁରପାଳ ପୋଲିସ ଗିରଫ କରି କୋର୍ଟଚାଲାଣ। ଥାନା ପକ୍ଷରୁ ସୂଚନା ମୁତାବକ ଗଡସନ୍ତ୍ରୀ ଗ୍ରାମର…

ବାଣ ବିସ୍ଫୋରଣରେ ଜଳିଗଲା ଘର

*ଖୋର୍ଦ୍ଧା: ଟାଙ୍ଗୀ ଥାନା ଭୂଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣରେ ଜଳିଗଲା ଘର, ଘର ଭିତରେ ୪ ଜଣ ଫସିଛନ୍ତି, ଦୋଳ ପ୍ରସ୍ତୁତି ପାଇଁ ଘର ଭିତରେ ବାଣ ରଖାଯାଇଥିବା ସୂଚନା l Post Views: 16

ଅନୁଗୋଳ ପୌରପୋଳିକାରେ କର୍ମଜୀବୀ ମହିଳା ମାନଙ୍କୁ ସାଇକେଲ ବଣ୍ଟନ

ଅନୁଗୋଳ ଜିଲ୍ଲା ପୌରପୋଳିକା ଠାରେ କର୍ମଜୀବୀ ମହିଳା ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରକମଳରେ ଜଳସାଥୀ, ଆହାରକର୍ମୀ, ସ୍ୱଚ୍ଛକର୍ମୀ, ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ ସୁପରଭାଇଜରଙ୍କୁ ସାଇକେଲ ବଣ୍ଟନ ଶୁଭ ଆରମ୍ବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ…