Category: ଖୋର୍ଦ୍ଧା

ବାଲୁଗାଁ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ଏବିଭିପି ର ଐତିହାସିକ ବିଜୟ

ବାଲୁଗାଁ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ଏବିଭିପି ର ଐତିହାସିକ ବିଜୟ ବାଲୁଗାଁ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ-୨୦୨୬ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଐତିହାସିକ ବିଜୟ ହାସଲ କରିଛି। ସଭାପତି ପଦ ପାଇଁ ହୋଇଥିବା ସିଧାସଳଖ ଲଢେଇରେ…

ଚିଲିକାରେ ପ୍ରବାସୀ ପକ୍ଷୀଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

🦩 ଚିଲିକାରେ ପ୍ରବାସୀ ପକ୍ଷୀଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ ପହରାରେ ବନ୍ୟପ୍ରାଣୀ ବିଭାଗ, ଶିକାରୀଙ୍କ ଉପରେ ତୀକ୍ଷ୍ଣ ନଜର ଚିଲିକା: ଶୀତ ଋତୁ ଆସିବା ସହ ଚିଲିକା ହ୍ରଦରେ ପ୍ରବାସୀ ପକ୍ଷୀଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ବଦଳିଲେ ଆଇଆଇସି

ଭୁବନେଶ୍ବର: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ବଦଳିଲେ ବାରଙ୍ଗ ଥାନାର ଆଇଆଇସି ନିରଞ୍ଜନ ବେହେରା । ତାଙ୍କୁ ବଦଳି କରାଯାଇ କଟକ ଡିସିପି ଅଫିସକୁ ପଠାଯାଇଛି । ବର୍ତ୍ତମାନ ବାରଙ୍ଗ ଥାନାରେ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ…

‘ପାଇକ ବିଦ୍ରୋହ’ ଓଡ଼ିଆ ଜାତିର ସ୍ୱାଭିମାନର ଅନନ୍ୟ ପ୍ରତୀକ- ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଠାରେ ‘ପାଇକ ବିଦ୍ରୋହ ସ୍ମାରକୀ’ ସ୍ଥଳ ପରିଦର୍ଶନ କରିବା ସହ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ…

କୋଟିଏ ଟଙ୍କାର ଗଞ୍ଜେଇ ଠାବ,ଦୁଇ ଗାଡ଼ି ଜବତ, ତିନି ଗିରଫ

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗକୁ ଆଜି ଦୁଇ ଦୁଇଟି ବଡ଼ ସଫଳତା ମିଳିଛି। ଦୁଇ ଗୋଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ମୋଟ୍ କୋଟିଏ ୨୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ…

ଆଜି ଅନେକ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି ଅନେକ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଆଜି ଖୋର୍ଦ୍ଧା ଗସ୍ତରେ ଆସି ଭୂଇଁପୁର ଶିଳ୍ପାଞ୍ଚଳରେ ଅନେକ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବେଗୁନିଆକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ…

ଦୋକାନରେ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ବାପ-ପୁଅ

ଖୋର୍ଦ୍ଧା: ଶୋଇଥିବା ବେଳେ ଜୀବନ୍ତ ଜଳିଗଲେ ବାପ-ପୁଅ । ଖୋର୍ଦ୍ଧା ସାନପଦର ଅଞ୍ଚଳରେ ଘଟିଛି ଏ ଦୁଃଖଦ ଘଟଣା। ଦୋକାନରେ ଶୋଇଥିବା ବେଳେ ବାପ ପୁଅ ଜଳି ଯାଇଛନ୍ତି । ମୃତକ ହେଲେ ସାନପଦର ଗାଁର ରାଜେଶ କୁମାର ସାହୁ ଓ…

ଜନଜାତିଙ୍କ ବୀରତ୍ବର ଗାଥା ଉଜ୍ଜୀବିତ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ: ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ

ଖୋର୍ଦ୍ଧା: ଶନିବାର ଅପରାହ୍ନରେ ଜିଲ୍ଲା ସଦର ମହକୁମା ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ, ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲା…

ଖୋର୍ଦ୍ଧାରୁ ୬୦ ଲକ୍ଷର ବ୍ରାଉନସୁଗାର ଜବତ

ଭୁବନେଶ୍ବର: ଖୋର୍ଦ୍ଧାରୁ ୫୫୬ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ୩ ଜଣ ଗିରଫ ହୋଇଛନ୍ତି। ଖୋର୍ଦ୍ଧାର ଜଣେ ମହିଳା ଓ ନିମାପଡ଼ାର ୨ ଯୁବକ ଗିରଫ ହୋଇଥିବା ସୂଚନା। ଦାମୀ କାର୍‌ରେ ଚାଲାଣ ବେଳେ ଖୋର୍ଦ୍ଧାରୁ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍‌।…

ବୁଧବାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ କନିଷ୍ଠ କିରାଣି

୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ କିସ୍ତିରେ ଦେଢ଼ ହଜାର ନେଇଥିଲେ। ଆଜି ଦ୍ୱିତୀୟ କିସ୍ତିରେ ଅଢ଼େଇ ହଜାର ନେବା ବେଳେ ମାଡ଼ି ବସିଲେ ଭିଜିଲାନ୍ସ ଅଧିକାରୀ। ବୁଧବାର କିଛି ସମୟ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟର…