Category: ଢେଙ୍କାନାଳ

ଢେଙ୍କାନାଳ ମୁସଲିମ୍ ସୋସାଇଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପହଲ୍ ଗାଓ ଠାରେ ହୋଇଥିବା ନରସଂହାର ର ଏକ ନିଦା ପ୍ରସ୍ତାବ ଗୃହୀତ

ଅଦ୍ୟ ତା ୨.୫.୨୫ ରିଖ ଶୁକ୍ରବାର ସନ୍ଧ୍ୟା ୫ ଘଟିକା ସମୟରେ ଜାମା ମସଜିଦ ପ୍ରାଙ୍ଗଣ ରେ ଢେଙ୍କାନାଳ ମୁସଲିମ୍ ସୋସାଇଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପହଲ୍ ଗାଓ ଠାରେ ହୋଇଥିବା ନରସଂହାର ର ଏକ ନିଦା ପ୍ରସ୍ତାବ…

ଶନିଶ୍ଚର ଦେବଙ୍କର ସପ୍ତମ ଜନ୍ମ ବାର୍ଷିକୀର ପୂର୍ଣ୍ଣାହୁତି

ଶନିଶ୍ଚର ଦେବଙ୍କର ସପ୍ତମ ଜନ୍ମ ବାର୍ଷିକୀର ପୂର୍ଣ୍ଣାହୁତି ଢେଙ୍କାନାଳ ରାଧାକୃଷ୍ଣ ବଜାରରେ ଥିବା ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କର ସପ୍ତମ ଜନ୍ମ ବାର୍ଷିକ ଉତ୍ସବର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ଗତ ଅକ୍ଷୟତୃତୀୟା ଦିନ ସ୍ଥାନୀୟ ବଡଯୋରା ଠାରୁ ପୂଜା ଅର୍ଜନା…

ଶନିଶ୍ଚର ଦେବଙ୍କ ୧୫ତମ ବାର୍ଷିକୋତ୍ସବ ଉପଲକ୍ଷେ କଳସ ଯାତ୍ରା

ଶନିଶ୍ଚର ଦେବଙ୍କ ୧୫ତମ ବାର୍ଷିକୋତ୍ସବ ଉପଲକ୍ଷେ କଳସ ଯାତ୍ରା ଢେଙ୍କାନାଳ ସ‌ହର ଟାଉନ୍ ପ୍ଲାନିଂ ଅଫିସ୍ ଛକ ଠାରେ ଶନିଶ୍ଚର ଦେବଙ୍କ ୧୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କଳସ ଯାତ୍ରାରେ ୧୦୦ରୁ ଉର୍ଦ୍ଧ…

ଶ୍ରୀ ଶ୍ରୀ ଶନିଶ୍ଚର ମହାପ୍ରଭୁଙ୍କ ଦଶମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣାହୁତି ଅନୁଷ୍ଠିତ

ଢେଙ୍କାନାଳ ଟାଉନ୍‌ ବଡଯୋରା ନିକଟସ୍ଥ ଶ୍ରୀ ଶ୍ରୀ ଶନିଶ୍ଚର ମହାପ୍ରଭୁଙ୍କ ଦଶମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ଚାରିଦିନ ଧରି ଆରମ୍ଭ ହୋଇଥିବା ଏହି ବିଶ୍ୱଶାନ୍ତି ମହାଯଜ୍ଞ ୨୮ ତାରିଖରୁ ମଙ୍ଗଳାରୋପଣ ଓ କଳସ ଯାତ୍ରା ହୋଇଥିବାବେଳେ…

ଢେଙ୍କନାଳ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅନୁଷ୍ଠିତ

ଆଜି ତା.୦୧.୦୫.୨୦୨୫ ରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ପୁରୁଣା ଜିଲ୍ଲା ପରିଷଦ ସଭାଗୃହ, ଢେଙ୍କନାଳ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରୁଦ୍ର…

ଜ୍ଞାନ ପୋଷ୍ଟ୍” ର ଉଦ୍ଘାଟନ

“ଜ୍ଞାନ ପୋଷ୍ଟ୍” ର ଉଦ୍ଘାଟନ – ଶିକ୍ଷାଗତ ସାମଗ୍ରୀ ପାଇଁ ସସ୍ତା ଓ ସୁବିଧାଜନକ ବିତରଣ ସେବା ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଡାକ ବିଭାଗ ଦ୍ୱାରା ଏକ ନୂତନ ଡାକ ସେବା “ଜ୍ଞାନ ପୋଷ୍ଟ୍” ୧ ମଇ ୨୦୨୫ ରୁ…

ଆଜି ପବିତ୍ର ଆଖିତୃତୀୟା ଠାରୁ ଆରମ୍ଭ ହୋଇ ୨୧ଦିନ ଧରି ଚନ୍ଦନ ଯାତ୍ରା ଚାଲୁରହିବ

ଆଜି ପବିତ୍ର ଆଖିତୃତୀୟା ଠାରୁ ଆରମ୍ଭ ହୋଇ ୨୧ଦିନ ଧରି ଚନ୍ଦନ ଯାତ୍ରା ଚାଲୁରହିବ। ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣ ରେ ମଦନ ମୋହନ ଙ୍କୁ ପାଲିଙ୍କି ରେ ବିଜେ କରାଯାଇ । ଛତା ଛତ୍ରୀ…

ଢେଙ୍କାନାଳ କଲେଜ୍‌ ବାଇପାସ୍‌ସ୍ଥିତ ମା’ସୁନ୍ଦରଶୁଣୀ ଦେବୀଙ୍କର ଜନ୍ମ ଉତ୍ସବ ଓ ମହାଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି

ଢେଙ୍କାନାଳ କଲେଜ୍‌ ବାଇପାସ୍‌ସ୍ଥିତ ମା’ସୁନ୍ଦରଶୁଣୀ ଦେବୀଙ୍କର ଜନ୍ମ ଉତ୍ସବ ଓ ମହାଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଆଜି ମା’ଙ୍କର ରାଜରାଜେଶ୍ଵରୀ ବେଶ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା, ଷୋଡଶ ଉପଚାର ପୂଜା, ଚଣ୍ଡୀ…

ନିଶାନିବାରଣ ସଚେତନତା ସାକାର କରିବା ପାଇଁ ସରକାରୀ ସାହାଯ୍ୟ ନିମନ୍ତେ ଏକ ଲିଖିତ ନିବେଦନ ପତ୍ର

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଓଢାପଢା ଗ୍ରାମର ଅଧୁବାସୀମାନେ ନିଶାନିବାର ସଚେତନତା କାର୍ଯ୍ୟକ୍ରମ କରିବା ସହିତ ଏହାକୁ ସାକାର କରିବା ପାଇଁ ସରକାରୀ ସାହାଯ୍ୟ ନିମନ୍ତେ ଏକ ଲିଖୁତ ନିବେଦନ ପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର…

ସୁନା ଦୋକାନରେ ପ୍ରବଳ ଗ୍ରାହକଙ୍କ ଭିଡ଼

ପବିତ୍ର ଆଖିତୃତିୟା ଅବସରରେ ଶ୍ରୀ ଗଣେଶ ଯୁଏଲରସ୍ ଲକ୍ଷ୍ମୀ ବଜାର ଓ ଜବାହର ଚୋକ୍ ଠାରେ ଥିବା ସୁନା ଦୋକାନରେ ପ୍ରବଳ ଗ୍ରାହକଙ୍କ ଭିଡ଼ ଜମିଥିଲା । ୯୧୬ ହଲମାର୍କ ସୁନା ଗ୍ରାମ ପ୍ରତି ୮୫୦ ଟଙ୍କା ରିହାତି ରହିଥିବା ବେଳେ…

You missed