Category: ଢେଙ୍କାନାଳ

ଢେ଼ଙ୍କାନାଳ ରେ ରଥ ଯାତ୍ରା ପାଇଁ ଆଜି ପବିତ୍ର ଆଖିତୃତୀୟ ରେ ରଥ କାଠ ଅନୁକୂଳ କରାଗଲା

ଢେ଼ଙ୍କାନାଳ ରେ ରଥ ଯାତ୍ରା ପାଇଁ ଆଜି ପବିତ୍ର ଆଖିତୃତୀୟ ରେ ରଥ କାଠ ଅନୁକୂଳ କରାଗଲା ଆଜି କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ ୧୨ଟା ୫ ସମୟରେ ମହାପ୍ରଭୁ ଙ୍କ ଠୁ ଆଜ୍ଞା ମାଳ ଅଣା…

ଭିଜିଲାନ୍ସ ଟିମର ଚଢ଼ଉ; ଅବକାରୀ ଅଧୀକ୍ଷକଙ୍କ ଗାଡ଼ିରୁ ୩ ଲକ୍ଷ ଜବତ

ଢେଙ୍କାନାଳ:ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଭିଜିଲାନ୍ସ ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ଯିବାବେଳେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଛନ୍ତି । ସୂଚନା ଅନୁସାରେ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ…

ଶ୍ରୀଶ୍ରୀ ଶନିଶ୍ଚର ମହାପ୍ରଭୁଙ୍କ ଦଶମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ

ଶ୍ରୀଶ୍ରୀ ଶନିଶ୍ଚର ମହାପ୍ରଭୁଙ୍କ ଦଶମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଢେଙ୍କାନାଳ ଟାଉନ୍‌ ବଡଜୋରା ନିକଟସ୍ଥ ଶ୍ରୀ ଶ୍ରୀ ଶନିଶ୍ଚର ମହାପ୍ରଭୁଙ୍କ ଦଶମ ବାର୍ଷିକ ବିଶ୍ୱଶାନ୍ତି ମହାଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ୨୮ ତାରିଖରେ ମଙ୍ଗଳାରୋପଣ ଓ କଳସ ଯାତ୍ରା ହୋଇଥିବାବେଳେ ଅଦ୍ୟ ୨୯…

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ ପାଳନ ସମାରୋହ ଏବଂ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ ପାଳନ ସମାରୋହ ଏବଂ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ ଢ଼େଙ୍କାନାଳ, ତା. ୨୮.୪.୨୦୨୫- ଆଜି ଆନ୍ତର୍ଜାତୀୟ ସମବାୟ ବର୍ଷ | ଏହି ଅବସରରେ ଆଜି ଅପରାହ୍ନରେ ପୁରୁଣା ଜିଲ୍ଲା ପରିଷଦ ହଲ…

ମା’ ସୁନ୍ଦରଶୁଣୀ ଦେବୀଙ୍କର ଜନ୍ମ ଉତ୍ସବ ଓ ମହାଚଣ୍ଡୀ ଯଜ୍ଞ ଉପଲକ୍ଷେ କଳସଯାତ୍ରା

ମା’ ସୁନ୍ଦରଶୁଣୀ ଦେବୀଙ୍କର ଜନ୍ମ ଉତ୍ସବ ଓ ମହାଚଣ୍ଡୀ ଯଜ୍ଞ ଉପଲକ୍ଷେ କଳସଯାତ୍ରା ଢେଙ୍କାନାଳ କଲେଜ୍‌ ବାଇପାସ୍‌ସ୍ଥିତ ମା’ସୁନ୍ଦରଶୁଣୀ ଦେବୀଙ୍କର ଜନ୍ମ ଉତ୍ସବ ଓ ମହାଚଣ୍ଡୀ ଯଜ୍ଞ ଉପଲକ୍ଷେ କଳସଯାତ୍ରା କାଠଗଡା ଆନନ୍ଦନଗର ଲୁଣିଝର ଠାରୁ ପୂଜାର୍ଚ୍ଚନା କରାଯାଇ ଏକ ଶୋଭାଯାତ୍ରାରେ…

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଇବାରି ପଧାନଙ୍କୁ ସାହାଯ୍ୟ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଇବାରି ପଧାନଙ୍କୁ ସାହାଯ୍ୟ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ରଇବାରି ପଧାନ ବୟସ 75 ବର୍ଷ ଗ୍ରାମ ଦଣ୍ଡେଇମରା କଣ୍ଟପାଳ ପଞ୍ଚାୟତ କଙ୍କଡ଼ାହାଡ଼ ବ୍ଲକର ବାସିନ୍ଦା।ସ୍ବାମୀ ପ୍ରାୟ 8 ବର୍ଷ ହେବ ନାହାନ୍ତି।7…

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜୟନ୍ତୀ ସମାରୋହ ଉତ୍ସବ ସ୍ଥାନୀୟ ସୂଚନା କେନ୍ଦ୍ର ତଥା ପାଠାଗାର ରେ ଆଜି ପୂର୍ବାହ୍ନ ରେ ଅନୁଷ୍ଠିତ

ଢେଙ୍କାନାଳ ୨୬/୦୪ : ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜୟନ୍ତୀ ସମାରୋହ ଉତ୍ସବ ସ୍ଥାନୀୟ ସୂଚନା କେନ୍ଦ୍ର ତଥା ପାଠାଗାର ରେ ଆଜି ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଛି | ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଅନୁଗୁଳ ପୌରପାଳିକା ତରଫରୁ ସ୍ୱଚ୍ଛତା ଅଭିଯାନ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଅନୁଗୁଳ ପୌରପାଳିକା ତରଫରୁ ସ୍ୱଚ୍ଛତା ଅଭିଯାନ ମେରାମଂଡଳୀ ,ଏପ୍ରିଲ 26, 2025:ଜିଲ୍ଲା ପ୍ରଶାସନ ଅନୁଗୁଳ ଏବଂ ପୌର ପାଳିକା ଅନୁଗୁଳ ଏବଂ ଟାଟା ଷ୍ଟିଲ ମେରାମଂଡଳୀ (ଟିଏସଏମ) ର ମିଳିତ ସହଭାଗୀତାରେ ଅନୁଗୁଳ ମହୋତ୍ସବ ଆରମ୍ଭ…

ଗ୍ରାମାଞ୍ଚଳରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଗ୍ରାମାଞ୍ଚଳରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ଢେଙ୍କାନାଳ – ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତର ମହୁଲଖୋଳି ଗ୍ରାମରେ ଏମ୍ରି ଗ୍ରୀନ ହେଲଥ ସର୍ଭିସ ଦ୍ୱାରା ପରିଚାଳିତ ୧୦୮ ଆମ୍ବୁଲାନ୍ସ ସେଵା ତରଫରୁ ମହୁଲଖୋଳି ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଶ୍ୱ ମ୍ୟାଲେରିଆ…

କାଇମାଟି ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଗ୍ରାମବାସୀଙ୍କ ସ୍ପଷ୍ଟୋକ୍ତି

କାଇମାଟି ଫଟାୟତର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନେଇ ପଂଚାୟତର ଅଧିବାସୀମାନେ ଏହାକୁ ବିରୋଧ କରି, ଏହାଏକ ସଂପୂର୍ଣ ପ୍ରାୟୋଜିତ ଓ ଭିତିହୀନ ବୋଲି ପଂଚାୟତବାସୀମାନେ ଜିଲ୍ଲାପାଳଙ୍କ ଅନୁପ‌ସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା ଓ ଜିଲ୍ଲା ଆରକ୍ଷୀ…