Category: ଢେଙ୍କାନାଳ

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ -୭୬୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗୃହୀତ

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ -୭୬୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗୃହୀତ ଢେଙ୍କାନାଳ, ଓଡ଼ିଶା, 19, ୨୦୨୪: ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ…

ଏକାଦଶ ଶ୍ରଦ୍ଧାଞଳି ସଭା ମୀନ ବଜାର କୁମ୍ବାର ସାହିର ନିଜ ବାସଭବନ ଠାରେ ଅନୁଷ୍ଠିତ

ଢେଙ୍କାନାଳ: ମିନା ବଜାର ମଉଡ ମଣି ଲକ୍ଷ୍ମୀ ପୂଜା କମିଟି ର ପୂର୍ବତନ ସମ୍ପାଦକ ନିତ୍ୟାନନ୍ଦ ବେହେରାଙ୍କ ଆଜି ୧୮/୧୧ ଏକାଦଶ ଶ୍ରଦ୍ଧାଞଳି ସଭା ମୀନ ବଜାର କୁମ୍ବାର ସାହିର ନିଜ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶ୍ରଦ୍ଧାଞଳି ସଭା…

ଏକଲ ଅଭିଯାନ ଓଡ଼ିଶା ସମ୍ଭାଗ ଢେ଼ଙ୍କାନାଳ ଅଞ୍ଚଳର ଅଞ୍ଚଳ ସ୍ତରୀୟ ଖେଳ କୁଦ କାର୍ଯ୍ୟ କ୍ରମ ଦୁଇ ଦିନ ଧରି ସ୍ଥାନୀୟ ଭଗବାନ ପୁର ସରସ୍ୱତୀ ଶିଶୁ ମନ୍ଦିର ଠାରେ ଉଦ୍ଘାଟନ

ଢେ଼ଙ୍କାନାଳ : ଏକଲ ଅଭିଯାନ ଓଡ଼ିଶା ସମ୍ଭାଗ ଢେ଼ଙ୍କାନାଳ ଅଞ୍ଚଳର ଅଞ୍ଚଳ ସ୍ତରୀୟ ଖେଳ କୁଦ କାର୍ଯ୍ୟ କ୍ରମ ଦୁଇ ଦିନ ଧରି ସ୍ଥାନୀୟ ଭଗବାନ ପୁର ସରସ୍ୱତୀ ଶିଶୁ ମନ୍ଦିର ଠାରେ ଉଦ୍ଘାଟନ ହୋଇଯାଇଛ। ଏହା କୁ ଉଦ୍ଘାଟନ କରିଥିଲେ…

କୁଞ୍ଜକାନ୍ତ ପୋଖରୀ କୂଳରେ ମା ବୃନ୍ଦାବତୀଙ୍କ ମୂଳରେ କାର୍ତ୍ତିକ ମାସର ପ୍ରତେକ ଦିନ ଆକାଶ ଦୀପ ଉଠା ହେଉଛି

ଢେଙ୍କାନାଳ: କୁଞ୍ଜକାନ୍ତ ପୋଖରୀ କୂଳରେ ମା ବୃନ୍ଦାବତୀଙ୍କ ମୂଳରେ କାର୍ତ୍ତିକ ମାସର ପ୍ରତେକ ଦିନ ଆକାଶ ଦୀପ ଉଠା ହେଉଛି। ୩୦ ବର୍ଷ ହେବ ଏହି ଆକାଶ ଦୀପ ଉଠା ହେଉଛି ଏଠାରେ। ସଭାପତି ସ୍ନିଗ୍ଧା ରାଣୀ ନନ୍ଦ, ସମ୍ପାଦକ ଯ୍ୟୋତ୍ରିମୟୀ…

ପୁର ଗ୍ରାମରେ ମା କାମନା କାଳୀଙ୍କ ଜନ୍ମ ଉତ୍ସବ ପାଳନ ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ

ଢେଙ୍କାନାଳ: ସଦର ବ୍ଲକ ନରଣ ପୁର ଗ୍ରାମରେ ମା କାମନା କାଳୀଙ୍କ ଜନ୍ମ ଉତ୍ସବ ପାଳନ ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବଡ଼ ଜୋରା ଠାରୁ ୧୩୦ ରୁ ଉର୍ଦ୍ଧ୍ବ ମହିଳା ବାଦ୍ୟ ଦ୍ୱାରା ଗ୍ରାମ ପରିକ୍ରମା କରି…

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଶେଷ ପୂଜାର୍ଚ୍ଚନା

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ସକାଳୁ ମଙ୍ଗଳ ଆଳତୀ, ସ୍ନାନ, ବସ୍ତ୍ର, ଫୁଲ ହାର, ତୁଳସୀ ହାର, ବଲ୍ଲଭ ଭୋଗ, ଦଶଟା ବେଳେ ଖେଚୁଡ଼ି…

ଢେଙ୍କାନାଳ: ସରକାରୀ ପ୍ରାଥମିକ ବିଦ୍ୟାଳୟ ଖଳିବନ୍ଧର ଶିକ୍ଷୟତ୍ରୀ ମାନଙ୍କ ଅବହେଳା

*ଢେଙ୍କାନାଳ: ସରକାରୀ ପ୍ରାଥମିକ ବିଦ୍ୟାଳୟ ଖଳିବନ୍ଧର ଶିକ୍ଷୟତ୍ରୀ ମାନଙ୍କ ଅବହେଳା* ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷୟତ୍ରୀ ଅଛନ୍ତି ସେମାନେ ପାଠ ପଢା ସମୟରେ ମୋବାଇଲ ରେ କଥା ବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି। ମଧ୍ୟାହ୍ନ ଭୋଜନରେ ଅନିୟମିତତା କରୁଥିବା, ଛାତ୍ର ଓ…

ଶିଶୁ ଦିବସ ପାଳନ ଉପଲକ୍ଷେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପ୍ରାଙ୍ଗଣ ହୋଇଉଠିଥିଲା ଉତ୍ସବମୁଖର

ଅଦ୍ୟ ତା – ୧୪.୧୧.୨୪ ରିଖ ବୁଧବାର ଶିଶୁ ଦିବସ ପାଳନ ଉପଲକ୍ଷେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପ୍ରାଙ୍ଗଣ ହୋଇଉଠିଥିଲା ଉତ୍ସବମୁଖର l ବିଦ୍ୟାଳୟ ପରିସର ମଧ୍ୟରେ ଥିବା ବନବିଦ୍ୟାଳୟରେ ପଞ୍ଚସଖାଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ପ୍ରଧାନ…

ସଦର ବ୍ଲକ କାଙ୍କଡ଼ପାଳ ନୂଆ ସାହି ରେ କାର୍ତିକେଶ୍ୱର ପୂଜା ପ୍ରତିଷ୍ଠାନ ପକ୍ଷରୁ ୨୦ ତମ କାର୍ତିକେଶ୍ୱର ପାଳିତ

ଢେଙ୍କାନାଳ: ସଦର ବ୍ଲକ କାଙ୍କଡ଼ପାଳ ନୂଆ ସାହି ରେ କାର୍ତିକେଶ୍ୱର ପୂଜା ପ୍ରତିଷ୍ଠାନ ପକ୍ଷରୁ ୨୦ ତମ କାର୍ତିକେଶ୍ୱର ପାଳିତ ହୋଇଯାଇଛି। ପ୍ରତେକ ଦିନ ସୂର୍ଯ୍ୟ ପୂଜା,କଳସ ପୂଜା ,ମଣ୍ତଳ ପୂଜା, ଷୋଳଶ ପୂଜା, ଯଜ୍ଞ ଓ ପ୍ରତେକ ଦିନ ଭୋଗ…

ଲକ୍ଷ୍ମୀଙ୍କ ସମ୍ମୁଖରେ ରାସ ଉତ୍ସବ ମହା ଆଡ଼ମ୍ବରରେ ପାଳନ

ଢେଙ୍କାନାଳ: ମିନା ବଜାର ମଉଡ଼ ମଣୀ ରାଜ ଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମିନା ବଜାର ଦଧି ବାବନ ମନ୍ଦିର ଜିଉ ପରିସର ରେ ଥିବା ଲକ୍ଷ୍ମୀଙ୍କ ସମ୍ମୁଖରେ ରାସ ଉତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା। ୧୧ ତାରିଖ ଦିନ…