Category: ଢେଙ୍କାନାଳ

ରକଲା ଗ୍ରାମରେ ହାତୀ ଆସି ଏକର ଏକର ଚାଷ ଜମି ଖାଇ,ଦଳି ମକଚି କଲେ ପଦା କୃଷକ ମୁଣ୍ଡରେ ଚଡକ

ରକଲା ଗ୍ରାମରେ ହାତୀ ଆସି ଏକର ଏକର ଚାଷ ଜମି ଖାଇ,ଦଳି ମକଚି କଲେ ପଦା କୃଷକ ମୁଣ୍ଡରେ ଚଡକ ! ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଞ୍ଜପଡା ପଞ୍ଚାୟତ ରକଲା ଗ୍ରାମରେ ଏକ ଅଭାବ ନିୟ ଘଟଣା ଘଟି ଯାଇଛି…

ପୋଷାକ ବିତରଣ ଉତ୍ସବ

ପୋଷାକ ବିତରଣ ଉତ୍ସବ ଢେଙ୍କାନାଳ (୧୬/୯): ରାଜ୍ୟ ସରକାରଙ୍କର “ମୁଖ୍ୟମନ୍ତ୍ରୀ ପରିଧାନ” ଯୋଜନା ଆଧାରରେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଢେଙ୍କାନାଳରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନୂତନ ପୋଷାକ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ…

ବିଶ୍ବ ଓଜୋନ ସ୍ତର ଦିବସ

ବିଶ୍ବ ଓଜୋନ ସ୍ତର ଦିବସ ଢେଙ୍କାନାଳ (୧୬/୦୯):ଆଜି ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ବ ଓଜୋନ୍ ସ୍ତର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତି ପ୍ରଦିପ କୁମାର ମହାପାତ୍ର, ପ୍ରଧାନ…

ବିଦ୍ୟାଳୟ ନିରାପତ୍ତା ସପ୍ତାହ

ବିଦ୍ୟାଳୟ ନିରାପତ୍ତା ସପ୍ତାହ ଢେଙ୍କାନାଳ (୧୬/୯):ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସେପ୍ଟେମ୍ବର ୧୧ ରୁ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳିତ ହୋଇଯାଇଛି । ଏହି ସପ୍ତାହ ର ଅନ୍ତିମ ଦିବସରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ,…

ଧର୍ମପରାୟଣ ମହିଳା ଙ୍କୁ ଏକାଦଶାହରେ ଶ୍ରଦ୍ଧା ସୁମନ ଅର୍ପଣ

ଗଁଦିଆ ବ୍ଳକ ର ପୋରୁହଖୋଜ ଗ୍ରାମ ପଞ୍ଚାୟତ ଅଧୀନ ସାନ୍ଦାପଶିପପାଟଣାଗ୍ରାମ ର ଧର୍ମପରାୟଣ ମହିଳା ଚନ ସାହୁ ସେପ୍ଟେମ୍ବର ମାସ ପାଞ୍ଚ ତାରିଖ ପବିତ୍ର ଗୁରୁ ଦିବସ ଦିନ ଇହଲୀଳା ୭୪ବର୍ଷ ବୟସରେ ତାଙ୍କ ବାସଭବନ ରେ ସମ୍ବରଣ କରିଥିଲେ। ତାଙ୍କ…

ଗେଙ୍ଗୁଟିଆ ଗ୍ରାମପଂଚାୟତରେ ଗାଈଗୋରୁ ଓ ଛେଳି ମେଣ୍ଢା ଫାଟୁଆ ରୋଗରେ ଆକ୍ରାନ୍ତ

ଗେଙ୍ଗୁଟିଆ ଗ୍ରାମପଂଚାୟତରେ ଗାଈଗୋରୁ ଓ ଛେଳି ମେଣ୍ଢା ଫାଟୁଆ ରୋଗରେ ଆକ୍ରାନ୍ତ ଢେଙ୍କାନାଳ, ୧୫/୯: ସଦର ବ୍ଲକ୍‌ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମପଂଚାୟତର ଗେଘଂଟିଆ, ଦୁଧପାଳ, କଂଚୁଆବେରେଣୀ, ପୋଡାଖୁଟିଆ ଗ୍ରାମରେ ଗାଇଗୋରୁ, ଛେଳି ମେଣ୍ଢା ଓ ଗୃହପାଳିତ ପଶୁମାନେ ଫାଟୁଆ ରୋଗରେ ଆକ୍ରାନ୍ତ…

ସ୍ଵଚ୍ଛତା ପକ୍ଷର ଉଦ୍‌ଯାପନୀ ଦିବସ

ସ୍ଵଚ୍ଛତା ପକ୍ଷର ଉଦ୍‌ଯାପନୀ ଦିବସ ଢେଙ୍କାନାଳ, ୧୫/୯: ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷର ଉଦ୍‌ଯାପନୀ ଦିବସ ପାଳିତ ହୋଇଯାଇଅଛି । ସେପ୍ଟେମ୍ବର ୧ ତାରିଖରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସ୍ଵଚ୍ଛତା ପକ୍ଷ ପାଳନ କରାଯାଇଥିଲା ।…

ଇ.ପି. ଏଫ୍. ପେନ୍‌ସନ୍‌ଭୋଗୀମାନଙ୍କ ଗାନ୍ଧୀମୂର୍ତୀ ତଳେ ଧାରଣା

ଇ.ପି. ଏଫ୍. ପେନ୍‌ସନ୍‌ଭୋଗୀମାନଙ୍କ ଗାନ୍ଧୀମୂର୍ତୀ ତଳେ ଧାରଣା ଢେଙ୍କାନାଳ, ୧୫/୯: ଅଲ୍ ଓଡିଶା ଇପିଏଫ୍ ପେନ୍‌ସର୍ସ ଆସୋସିଏସନ୍‌ର ଢେଙ୍କାନାଳ ଶାଖା ତରଫରୁ ସ୍ଥାନୀୟ ବସ୍ଷ୍ଟାଣ୍ଡ ନିକଟସ୍ଥ ମହାତ୍ମାଗାନ୍ଧୀଙ୍କ ମୂର୍ତି ତଳେ ପୂର୍ବାହ୍ନ ୧୧ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଏକ…

ଓସ୍ତପାଳ ଭୋଟର ଙ୍କ ସମସ୍ୟା ନିର୍ବାଚନ ପୂର୍ବରୁ ସମାଧାନ ପାଇଁ ଦାବି

ଓସ୍ତପାଳ ଭୋଟର ଙ୍କ ସମସ୍ୟା ନିର୍ବାଚନ ପୂର୍ବରୁ ସମାଧାନ ପାଇଁ ଦାବି ହିନ୍ଦୋଳ ନିର୍ବାଚନ ମଣ୍ଡଳୀ, ଓଡାପଡା ବ୍ଲକ ଓସ୍ତପାଳ ବୁଥ ନ 264 ରୁ 465 ଜଣ ଭୋଟରଙ୍କୁ ବେଆଇନ ଭାବେ ଦୀର୍ଘ 5 କି.ମି ଦୂର ଜରିପାଳ ବୁଥ…

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ଢେଙ୍କାନାଳ ତା. ୧୫,୦୯.୨୦୨୩ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ…