କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କର ମିଳିତ ବୈଠକ
କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କର ମିଳିତ ବୈଠକ ଢେଙ୍କାନାଳ, ୪/୭: ଅଦ୍ୟ ଷ୍ଟେସନବଜାର ନିକଟରେ ଥିବା ବି.କେ. ଏମ୍.ୟୁ. ଜିଲ୍ଲା କାର୍ଯ୍ୟାଳୟଠାରେ ସର୍ବଜ୍ଞ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ନିର୍ମାଣ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଶ୍ରମିକମାନଙ୍କର ସମସ୍ୟା ଉପରେ…
