ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ପାଲିଙ୍କି ଶୋଭାଯାତ୍ରା
ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ପାଲିଙ୍କି ଶୋଭାଯାତ୍ରା ଢେଙ୍କାନାଳ(୨୪/୦୫) ଦୋଳମଣ୍ଡପ ସାହି ସ୍ଥିତ ରାଧାକୃଷ୍ଣ ବଜାରରେ ମା ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଏକ ପାଲିଙ୍କି ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂର୍କୀତନ ଦ୍ବାରା ସହର ପରିକ୍ରମା…
