Category: ଢେଙ୍କାନାଳ

ଶ୍ରୀ ରାମଚନ୍ଦ୍ରପୁର ଆଞ୍ଚଳିକ ବାଦ ପାଲା ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଶ୍ରୀ ରାମଚନ୍ଦ୍ରପୁର ଆଞ୍ଚଳିକ ବାଦ ପାଲା ମଣ୍ଡପରେ ଗତ ଷୋହଳ ତାରିଖ ରାତିରେ ଆରମ୍ଭ ହୋଇ ଥିବା ତେତିଶ ତମବାଦପାଲା ଗତ କୋଡ଼ିଏ ତାରିଖ ରାତିରେ ଉଦ୍ ଯାପିତ୍ ହୋଇଯାଇଅଛି। ଉକ୍ତ ଉତ୍ସବରେ…

ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ପାଇଁ ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ, ଢେଙ୍କାନାଳ ଶାଖାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ପାଇଁ ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ, ଢେଙ୍କାନାଳ ଶାଖାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ଢେଙ୍କା ନାଳ, ୨୧/୪: ଅଦ୍ୟ ଶୁକ୍ରବାର ଦିବା ସାଢେ ୯ଟା ସମୟରେ ‘‘ଜିଲ୍ଲା ସ୍ତରୀୟ…

ଗୀତାଜ୍ଞାନ ଯଜ୍ଞ

ଗୀତାଜ୍ଞାନ ଯଜ୍ଞ ଶ୍ରୀମଦ୍ ଭାଗବତ ପରିଷଦ ଢେଙ୍କାନାଳ ଆନୁକୂଲ୍ୟରେ ଭଗବତ ଗୀତା ଫଚଦଶ ଆଧାୟର ତାତ୍ଵିକ ପ୍ରବଚନ ଢେଙ୍କାନାଳ, ତା.୨୦.୦୪.୨୦୨୩ରିଖ : ଶ୍ରୀମଦ୍ ଭାଗବତ ପରିଷଦ ଆନୁକୂଲ୍ୟରେ ତଥା ଗୀତା ଆଶ୍ରମ ଭୂବନେଶ୍ବର ଆଚାର୍ଯ୍ୟ ପୂଜ୍ୟ ସାମିଜୀ ଜଗଦୀଶାନନ୍ଦ ସରସ୍ୱତୀଙ୍କ ଦ୍ବାରା…

ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ନିମନ୍ତେ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ

ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ନିମନ୍ତେ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ ଢେଙ୍କାନାଳ, ୨୦।୪: ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ତଥା ଦେଶ ବଂଚାଅ ଦାବୀରେ ଅଶ୍ଳୀଳ ଭାରତୀୟ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ‘ଜୟ ଭାରତ ସତ୍ୟାଗ୍ରହ’ ସଭା…

ଜନସୁରକ୍ଷା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର ନିମନ୍ତେ ପଞ୍ଚାଯତ ସ୍ତରୀୟ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପରାମର୍ଶ ସମିତି (ଡି.ଏଲ.ସି.ସି) ର ସ୍ବତନ୍ତ୍ର ବୈଠକ

ଜନସୁରକ୍ଷା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର ନିମନ୍ତେ ପଞ୍ଚାଯତ ସ୍ତରୀୟ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପରାମର୍ଶ ସମିତି (ଡି.ଏଲ.ସି.ସି) ର ସ୍ବତନ୍ତ୍ର ବୈଠକ ଅଦ୍ୟ ତା ୨୦.୦୪.୨୦୨୩ ରିଖ ଦିବା ଘ ୧୧.୩୦ ମିନିଟ ରେ ଢେଙ୍କାନାଳ ଜିଲ୍ଲାପାଳଙ୍କ…

ଅଗ୍ନିକାଣ୍ଡରେ ପ୍ରଭାବିତ ପରିବାରମାନଙ୍କୁ ସହାୟତା ପ୍ରଦାନ

ମାନ୍ୟବର ବିଧାୟକ, ହିନ୍ଦୋଲ ଏବଂ କଲେକ୍ଟର-କମ-ଡିଏମ, ଧନକାନାଲ ଓଡାପଡା ବ୍ଲକର ଗୋବିନ୍ଦପ୍ରସାଦ ଗାଁର ତେରଟି ଅଗ୍ନିକାଣ୍ଡ ପରିବାରକୁ ପରିଦର୍ଶନ କରି ସେମାନଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ନିଶ୍ଚିତ କରିଥିଲେ। କଲେକ୍ଟର-କମ-ଡିଏମ ଜୀବିକା…

ମହିମା ଧର୍ମର ଖ୍ୟାତି ବୃଦ୍ଧି ନିମନ୍ତେ ସହମତି ଭିତ୍ତିରେ ନୀତିକାନ୍ତି ବିବାଦର ସମାଧାନ କରିବା ପାଇଁ ଉଭୟ ବକ୍କଳଧାରୀ ଏବଂ କୌପୁନୀଧାରୀ ସନ୍ନ୍ୟାସୀମାନଙ୍କ ମଧ୍ୟରେ ସହମତି ପ୍ରକାଶ

ମହିମା ଧର୍ମର ଖ୍ୟାତି ବୃଦ୍ଧି ନିମନ୍ତେ ସହମତି ଭିତ୍ତିରେ ନୀତିକାନ୍ତି ବିବାଦର ସମାଧାନ କରିବା ପାଇଁ ଉଭୟ ବକ୍କଳଧାରୀ ଏବଂ କୌପୁନୀଧାରୀ ସନ୍ନ୍ୟାସୀମାନଙ୍କ ମଧ୍ୟରେ ସହମତି ପ୍ରକାଶ ଢେଙ୍କାନାଳ, ତା. ୨୦,୦୪.୨୦୨୩– ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ ହଲ…

ନିମିଧା ଗ୍ରାମପଂଚାୟତର ଏସ୍.ଏଚ୍.ଜି.କୁ କଂପାନୀର ଅସହଯୋଗକୁ ନେଇ ଜିଲ୍ଲାପାଳଙ୍କୁ ଗୁହାରୀ

ନିମିଧା ଗ୍ରାମପଂଚାୟତର ଏସ୍.ଏଚ୍.ଜି.କୁ କଂପାନୀର ଅସହଯୋଗକୁ ନେଇ ଜିଲ୍ଲାପାଳଙ୍କୁ ଗୁହାରୀ ଢେଙ୍କାନାଳ, ୧୯/୪: ଓଡାପଡା ବ୍ଲକ୍ ଅନ୍ତର୍ଗତ ନିମିଧା ଗ୍ରାମପଂଚାୟତର ସୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ ଏମ୍.ଜି.ଏସ୍. କଂପାନୀ ଠାରୁ ଆର୍ଥିକ ଅନୁଦାନ ୨୦ ହଜାର ଟଙ୍କା ନପାଇବାରୁ ଜିଲ୍ଲାପାଳଙ୍କୁ ଲିଖିତ…

ଅଗ୍ନିକାଣ୍ଡରେ ଦୁଇ ବଖରା ଚାଳ ଘର ଭସ୍ମୀଭୂତ

ଅଗ୍ନିକାଣ୍ଡରେ ଦୁଇ ବଖରା ଚାଳ ଘର ଭସ୍ମୀଭୂତ କଙ୍କଡାହାଡ଼,୧୯/୦୪:କଙ୍କଡାହାଡ଼ ବ୍ଲକ କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ କଣ୍ଟାପାଳ କଲୋନୀ-୧ ରେ ଆଜି ଅପରାହ୍ନ ୨.୩୦ ରେ ଅଗ୍ନିକାଣ୍ଡରେ ଗ୍ରାମର ବୁଧୁରାମ ମାରାଣ୍ଡୀଙ୍କ ଦୁଇ ବଖରା ଚାଳ ଘର,ନଡା ଭାଡ଼ି,ପାଳ ଭାଡ଼ି…

ଓଡ଼ିଶା ସ୍କିଲ କଂକ୍ଲଭ୍ ରେ ଯୋଗ ଦେବା ପାଇଁ ଭୁବନେଶ୍ବର ଅଭିମୁଖେ ଯାତ୍ରା

ଆଜି ତା ୧୯.୦୪.୨୦୨୩ ଢେଙ୍କାନାଳ ରୁ ୪୨ ଜଣିଆ ଟିମ୍ ୨୦ ରୁ ୨୨ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ରେ ହେବାକୁଥିବା ଓଡ଼ିଶା ସ୍କିଲ କଂକ୍ଲଭ୍ ରେ ଯୋଗ ଦେବା ପାଇଁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ ।…

You missed