Category: ଢେଙ୍କାନାଳ

ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ପ୍ରାୟ ପାଞ୍ଚ ହଜାର ଭକ୍ତମାନଙ୍କୁ ଖେଚୁଡ଼ି ଡାଲମା ଖଟା ବଣ୍ଟନ

ଢେଙ୍କାନାଳ ଆନନ୍ଦ ବଜାର ଠାରେ ଜଗନ୍ନାଥ ସେବକ ସଂଘ ପକ୍ଷରୁ ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ପ୍ରାୟ ପାଞ୍ଚ ହଜାର ଭକ୍ତମାନଙ୍କୁ ଖେଚୁଡ଼ି ଡାଲମା ଖଟା ବଣ୍ଟନ କରିଥିଲେ। ଭକ୍ତମାନେ ମହା ଆନନ୍ଦ ସହ ସେବନ କରୁଥିଲେ। ଏହି କାର୍ଯ୍ୟକ୍ରମ ଜଗନ୍ନାଥ…

ପବିତ୍ର ବାହୁଡ଼ା ଉପଲକ୍ଷେ ଭକ୍ତମାନଙ୍କୁ ଦହି ସରବତ ବଣ୍ଟନ

ଢେଙ୍କାନାଳର ସେଟ୍ରିଙ୍ଗ ମାଲିକ ସଂଘ ପକ୍ଷରୁ ଆଜି ପବିତ୍ର ବାହୁଡ଼ା ଉପଲକ୍ଷେ ଭକ୍ତମାନଙ୍କୁ ଦହି ସରବତ ବଣ୍ଟନ କରିଥିଲେ। ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଏହି ଦହି ସରବତ ସେବନ କରିଥିଲେ। ଆଗାମୀ ଦିନରେ ଆହୁ ଅନେକ ସେବା କରିବା…

ଭକ୍ତିମୟ ପରିବେଶରେ ମା’ ତାରିଣୀଙ୍କ ଆଷାଢ଼େଇ ପର୍ବ ପାଳିତ

ଭକ୍ତିମୟ ପରିବେଶରେ ମା’ ତାରିଣୀଙ୍କ ଆଷାଢ଼େଇ ପର୍ବ ପାଳିତ 🔸ଦିନତମାମ ପହଡ଼ ପରେ ସନ୍ଧ୍ୟାରେ ହେଲା ମହାସ୍ନାନ ଓ ସ୍ୱତନ୍ତ୍ର ବେଶ ଢେଙ୍କାନାଳ ୨୩/୦୭:ଢେଙ୍କାନାଳ ସହରର ଗାନ୍ଧୀ ମନ୍ଦିର ରୋଡ୍‌ସ୍ଥିତ ମା’ ତାରିଣୀଙ୍କ ପୀଠରେ ପବିତ୍ର ଆଷାଢ଼େଇ ପର୍ବ ଶ୍ରଦ୍ଧା ଓ…

ଢେଙ୍କାନାଳରେ ମର୍ମନ୍ତୁଦ ଦୁର୍ଘଟଣା: ପୋଖରୀକୁ କାର ଖସି ୫ ବରଯାତ୍ରୀଙ୍କ ମୃତ୍ୟୁ

ଢେଙ୍କାନାଳ: ବିବାହ ଉତ୍ସବର ଖୁସି କ୍ଷଣକ ମଧ୍ୟରେ ଶୋକରେ ପରିଣତ ହୋଇଛି। ବରଯାତ୍ରୀ ହୋଇ ବିବାହକୁ ଯାଇଥିବା ପାଞ୍ଚ ଜଣ ଯୁବକ ଘରକୁ ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହି ଦୁଃଖଦ ଘଟଣା ଢେଙ୍କାନାଳ ଜିଲ୍ଲା ସଦର…

ଆନ୍ତର୍ଜାତୀୟ ଭଲିବଲ୍ ତାରକା ସୌମ୍ୟରଞ୍ଜନଙ୍କୁ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧନା

ଆନ୍ତର୍ଜାତୀୟ ଭଲିବଲ୍ ତାରକା ସୌମ୍ୟରଞ୍ଜନଙ୍କୁ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧନା ମେରାମଣ୍ଡଳୀ, ୨୨/୦୭/୨୦୨୬- ଢେଙ୍କାନାଳ ଜିଲ୍ଲା ଶିବପୁର ପଞ୍ଚାୟତର ଆନ୍ତର୍ଜାତୀୟ ଭଲିବଲ ତାରକା ସୌମ୍ୟରଞ୍ଜନ ସାମଲଙ୍କୁ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ଟାଟା ଷ୍ଟିଲ…

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସର୍ପାଘାତ ପ୍ରତିରୋଧ ଓ ସୁରକ୍ଷା ସଚେତନତା

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସର୍ପାଘାତ ପ୍ରତିରୋଧ ଓ ସୁରକ୍ଷା ସଚେତନତା ମେରାମଣ୍ଡଳୀ, ୨୨/୦୭/୨୦୨୬: ଟାଟା ଷ୍ଟିଲ ମେରାମଣ୍ଡଳୀ ଟାଉନସିପ୍‌ରେ ଏକ “ସର୍ପାଘାତ ପ୍ରତିରୋଧ ଏବଂ ସୁରକ୍ଷା ସଚେତନତା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ବାସିନ୍ଦା, କମ୍ପାନୀ କର୍ମଚାରୀ ଓ ପରିବାରବର୍ଗଙ୍କୁ…

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଫାସିଗାଁ-କପିସାହି ଗ୍ରାମର ଦିବ୍ୟଜ୍ୟୋତି ଉଚ୍ଚ ବିଦ୍ୟାଳୟରୁ ସଂସ୍କୃତ ଶିକ୍ଷଙ୍କୁ ଅନ୍ୟ ଡେପୁଟେସନ୍‌ରେ ପଠାଯାଉଥିବାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଦସ୍ୟବୃନ୍ଦ, ୱାର୍ଡମେମ୍ବର ଓ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନେ ଆଜି ଏହାକୁ ବନ୍ଦ କରାଯିବାକୁ…

ରାଜ୍ୟ ବେସରକରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର

ରାଜ୍ୟ ବେସରକରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ରଢେଙ୍କାନାଳ ୨୧/୦୭, ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ଢେ଼ଙ୍କାନାଳ ଶାଖା ପକ୍ଷରୁ ସଂଘର ସଭାପତି ବିଶ୍ୱରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଢେ଼ଙ୍କାନାଳ ଜିଲ୍ଲାର ସମସ୍ତ ଅନୁଦାନପ୍ରାପ୍ତ ଓ…

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ ପାଳିତ

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ ପାଳିତ ଢେଙ୍କାନାଳ, ଜୁଲାଇ ୨୦: ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ଅଧୀନସ୍ଥ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ ଉତ୍ସାହର ସହ ପାଳନ…

ସୋନମ୍ ୱାଙ୍ଗଚୁକ୍ ଓ ଛାତ୍ର ଛାତ୍ରୀଙ୍କ ଅନଶନକୁ ସମର୍ଥନ ଦେବା ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଗଣଧାରଣା, ଯୋଗଦେଲେ ଅନେକ ସାମାଜିକ ଅନୁଷ୍ଠାନ

ସୋନମ୍ ୱାଙ୍ଗଚୁକ୍ ଓ ଛାତ୍ର ଛାତ୍ରୀଙ୍କ ଅନଶନକୁ ସମର୍ଥନ ଦେବା ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଗଣଧାରଣା, ଯୋଗଦେଲେ ଅନେକ ସାମାଜିକ ଅନୁଷ୍ଠାନ । ଢେଙ୍କାନାଳ : ବିଶିଷ୍ଟ ପରିବେଶବିତ୍, ଶିକ୍ଷାବିତ୍ ତଥା ବୈଜ୍ଞାନିକ ସୋନମ୍ ୱାଂଙ୍ଗଚୁକ…