ତାଳଚେର କଲେଜରେ ଛାତ୍ରୀ ଆତ୍ମରକ୍ଷା ଶିବର ଅନୁଷ୍ଠିତ
ତାଳଚେର କଲେଜରେ ଛାତ୍ରୀ ଆତ୍ମରକ୍ଷା ଶିବର ଅନୁଷ୍ଠିତ ତାଳଚେର, ୧୦/୦୨ ତାଳଚେର କଲେଜରେ ଛାତ୍ରୀ ଆତ୍ମରକ୍ଷା ଶିବର ଅନୁଷ୍ଠିତ ହୋଇଯାଇଛି । କଲେଜର ସଭାଗୃହ ଠାରେ ୮ଦିନ ଧରି ଆୟୋଜିତ ହେଉଥିବା ଏହି ଆତ୍ମ ରକ୍ଷା ଶିବିରରେ ମୁଖ୍ୟଅତିଥିଭାବେ କଲେଜ ଅଧ୍ୟକ୍ଷ…
