ଢେଙ୍କାନାଳ ବ୍ରାହ୍ମଣ ସମାଜର କାର୍ଯ୍ୟକାରିଣୀ ବୈଠକ
ଢେଙ୍କାନାଳ ବ୍ରାହ୍ମଣ ସମାଜର କାର୍ଯ୍ୟକାରିଣୀ ବୈଠକ ଢେଙ୍କାନାଳ, : ସ୍ଥାନୀୟ ଦଧୂବାମନଜୀଉ ମଠ ପ୍ରାଙ୍ଗଣରେ ଅଖିଳ ଓଡିଶା ବ୍ରାହ୍ମଣ ମହାସଂଘ ଢେଙ୍କାନାଳ ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସୁଶିଲ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଓ…
