Category: ନୂଆଦିଲ୍ଲୀ

ନୋଏଡା ବିମାନବନ୍ଦରର ନାମ ବଦଳିବ! ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ନାମକୁ ୟୁପି କ୍ୟାବିନେଟ୍‌ର ମଞ୍ଜୁରି

ନୋଏଡା ବିମାନବନ୍ଦରର ନାମ ବଦଳିବ! ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ନାମକୁ ୟୁପି କ୍ୟାବିନେଟ୍‌ର ମଞ୍ଜୁରି ଲକ୍ଷ୍ନୌ/ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଜେୱାରଠାରେ ନିର୍ମିତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ପରିବର୍ତ୍ତନ ପାଇଁ ଯୋଗୀ ଆଦିତ୍ୟନାଥ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି…

ଏମ୍‌ଜି ଆଇଏସ୍‌ଏଲ୍‌: ଚେନ୍ନାଇୟିନ୍‌ ଏଫ୍‌ସିକୁ ଅଟକାଇ ୧-୧ ଗୋଲ୍‌ରେ ମ୍ୟାଚ୍‌ ଡ୍ର’ କଲା ଏଫ୍‌ସି ଗୋଆ

### ଏମ୍‌ଜି ଆଇଏସ୍‌ଏଲ୍‌: ଚେନ୍ନାଇୟିନ୍‌ ଏଫ୍‌ସିକୁ ଅଟକାଇ ୧-୧ ଗୋଲ୍‌ରେ ମ୍ୟାଚ୍‌ ଡ୍ର’ କଲା ଏଫ୍‌ସି ଗୋଆ ଗୋଆ, ଅକ୍ଟୋବର ୧୦: ଏମ୍‌ଜି ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୬-୨୭ ସିଜନ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଏଫ୍‌ସି ଗୋଆ ଓ ଚେନ୍ନାଇୟିନ୍‌ ଏଫ୍‌ସି…

ଦିଲ୍ଲୀରେ କେଜ୍ରିୱାଲଙ୍କ ସମେତ ଆପ୍‌ର ୪ ନେତା ଅଟକ, ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ

ଦିଲ୍ଲୀରେ କେଜ୍ରିୱାଲଙ୍କ ସମେତ ଆପ୍‌ର ୪ ନେତା ଅଟକ, ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ନୂଆଦିଲ୍ଲୀ, ୧୦/୧୦: ରାଜଧାନୀ ଦିଲ୍ଲୀରେ ରାଜନୈତିକ ଉତ୍ତେଜନା ମଧ୍ୟରେ ଆମ୍ ଆଦମୀ ପାର୍ଟି (ଆପ୍‌)ର ଜାତୀୟ ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଦିଲ୍ଲୀରେ ପ୍ରତିବାଦ ପୂର୍ବରୁ ଅଟକ: ବିମାନ ଭିତରୁ କକରୋଚ୍ ଜନତା ପାର୍ଟିର ନେତାଙ୍କୁ ଉଠାଇଲା ପୋଲିସ

ଦିଲ୍ଲୀରେ ପ୍ରତିବାଦ ପୂର୍ବରୁ ଅଟକ: ବିମାନ ଭିତରୁ କକରୋଚ୍ ଜନତା ପାର୍ଟିର ନେତାଙ୍କୁ ଉଠାଇଲା ପୋଲିସ ​ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମ ପୂର୍ବରୁ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା…

ଏସ୍‌ଆଇଆର୍‌ ବିରୋଧୀ ଆନ୍ଦୋଳନ ବେଳେ ଉତ୍ତେଜନା, ସିଜେପି ନେତା ଓ କର୍ମୀଙ୍କୁ ଉଠାଇନେଲା ପୋଲିସ

ଏସ୍‌ଆଇଆର୍‌ ବିରୋଧୀ ଆନ୍ଦୋଳନ ବେଳେ ଉତ୍ତେଜନା, ସିଜେପି ନେତା ଓ କର୍ମୀଙ୍କୁ ଉଠାଇନେଲା ପୋଲିସ ନୂଆଦିଲ୍ଲୀ: ଏସ୍‌ଆଇଆର୍‌ (SIR) ପ୍ରସଙ୍ଗ ଓ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ରାଜଧାନୀ ଦିଲ୍ଲୀରେ ସିଜେପି ପକ୍ଷରୁ ଜୋରଦାର ପ୍ରତିବାଦ…

ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ଇଣ୍ଡି ମେଣ୍ଟ, ‘ଭୋଟ୍ ଚୋରି’ର ପ୍ରମାଣ ମାଗିଲେ ମୁର୍ମୁ

ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ଇଣ୍ଡି ମେଣ୍ଟ, ‘ଭୋଟ୍ ଚୋରି’ର ପ୍ରମାଣ ମାଗିଲେ ମୁର୍ମୁ ନୂଆଦିଲ୍ଲୀ, ୧୦/୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ରାଜଧାନୀ ଦିଲ୍ଲୀରେ ବିରୋଧୀଙ୍କ ଆନ୍ଦୋଳନ ଜୋରଦାର ହୋଇଛି। ନିର୍ବାଚନ ପ୍ରକ୍ରିୟାର…

CJP ଆନ୍ଦୋଳନକୁ AAP ଓ ବାମଦଳର ସମର୍ଥନ, ଦୂରତା ବଜାୟ ରଖିଲା କଂଗ୍ରେସ

CJP ଆନ୍ଦୋଳନକୁ AAP ଓ ବାମଦଳର ସମର୍ଥନ, ଦୂରତା ବଜାୟ ରଖିଲା କଂଗ୍ରେସ ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ CJPର ପ୍ରତିବାଦକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଆନ୍ଦୋଳନକୁ ଆମ୍ ଆଦମୀ ପାର୍ଟି…

ଅନ୍ତର୍ଜାତୀୟ ନ୍ୟାୟ ଓ ମାନବାଧିକାରର ଲଢ଼େଇକୁ ନୋବେଲ ସମ୍ମାନ; ୨୦୨୬ ଶାନ୍ତି ପୁରସ୍କାର ପାଇବେ ନାଭି ପିଲ୍ଲେ

ଅନ୍ତର୍ଜାତୀୟ ନ୍ୟାୟ ଓ ମାନବାଧିକାରର ଲଢ଼େଇକୁ ନୋବେଲ ସମ୍ମାନ; ୨୦୨୬ ଶାନ୍ତି ପୁରସ୍କାର ପାଇବେ ନାଭି ପିଲ୍ଲେ ଓସ୍‌ଲୋ: ମାନବାଧିକାର ସୁରକ୍ଷା ଓ ଅନ୍ତର୍ଜାତୀୟ ନ୍ୟାୟ ପ୍ରତିଷ୍ଠା ଦିଗରେ ଦୀର୍ଘଦିନର ଅବଦାନ ପାଇଁ ୨୦୨୬ ମସିହାର ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ…

ଉପନିର୍ବାଚନ ଫଳାଫଳରେ ବିଜେପିକୁ ବଡ଼ ସଫଳତା! ଜନତାଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

ଉପନିର୍ବାଚନ ଫଳାଫଳରେ ବିଜେପିକୁ ବଡ଼ ସଫଳତା! ଜନତାଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ ନୂଆଦିଲ୍ଲୀ, ୧୦/୧୦: ଉପନିର୍ବାଚନରେ ବିଜେପିର ବିଜୟକୁ ନେଇ ଉତ୍ସାହିତ ଦଳୀୟ ଶିବିର। ଏହି ସଫଳତା ପରେ ପ୍ରଥମ ପ୍ରତିକ୍ରିୟା ଦେଇ ଜନସାଧାରଣଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପାନାମା ଉପକୂଳରେ ୭.୬ ତୀବ୍ରତାର ଭୂକମ୍ପ, ୫ ଦେଶକୁ ସୁନାମୀ ଚେତାବନୀ!

ପାନାମା ଉପକୂଳରେ ୭.୬ ତୀବ୍ରତାର ଭୂକମ୍ପ, ୫ ଦେଶକୁ ସୁନାମୀ ଚେତାବନୀ! ପାନାମା, ୧୦/୧୦: ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପରେ ଥରିଉଠିଲା ମଧ୍ୟ ଆମେରିକାର ପାନାମା। ଦକ୍ଷିଣ ଉପକୂଳ ନିକଟରେ ୭.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହେବା ପରେ ସମ୍ଭାବ୍ୟ ସୁନାମୀକୁ…