Category: ପଶ୍ଚିମବଙ୍ଗ

ହୃଦୟବିଦାରକ ଘଟଣା: ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ ଟ୍ରଲର ରବିବାର ଦକ୍ଷିଣ ୨୪ ପ୍ରଗଣା ଜିଲା ବକଖାଲିଠାରୁ ୩୫ କିମି ଦୂର ଚୁଲକାଟି ଜଙ୍ଗଲ…

ଟିଏମସି ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ: ଫ୍ରିଜ୍ କଲା ଅନେକ ବ୍ୟାଙ୍କ ଆକାଉଣ୍ଟ

ନୁଆଦିଲ୍ଲୀ: ମଙ୍ଗଳବାର (୭ ଜୁଲାଇ, ୨୦୨୬) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ସହିତ ଜଡିତ ଅଭିଯୋଗରେ ଏକ ବଡ଼ ତଦନ୍ତ ଆରମ୍ଭ କରିଛି। ଇଡି ପ୍ରାୟ ୪୪୦ କୋଟି ଟଙ୍କା…

୨୪ ଜୁଲାଇରେ ପଶ୍ଚିମବଙ୍ଗ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ

ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତିନି ଜଣ ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ଇସ୍ତଫା ଦେଇଛନ୍ତି। ନିର୍ବାଚନ କମିଶନ ଏହି ଆସନ ପାଇଁ ନିର୍ବାଚନ ଘୋଷଣା କରିଛନ୍ତି। ଏହି ଆସନ ପାଇଁ ଜୁଲାଇ ୨୪ ତାରିଖରେ ଭୋଟ ଗ୍ରହଣ…

କୋଲକାତା – ଗୋଦାମ ଭୁଶୁଡ଼ି ପଡ଼ିବାରୁ ୧୦ ଜଣଙ୍କର ମୃତ୍ୟୁ, ୨୦ ଜଣ ଆହତ: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କୋଲକାତା: ଦକ୍ଷିଣ କୋଲକାତାର ତାରାତାଲା ଗୋଦାମ ଭୁଶୁଡ଼ିବା ଘଟଣାରେ ଗୁରୁବାର ଦିନ ମୃତକଙ୍କ ସଂଖ୍ୟା ୧୦ ରେ ପହଞ୍ଚିଛି, କାରଣ ସେନାର ଉନ୍ନତ ଭୂମି-ଭେନିଟ୍ରେଟିଂ ରାଡାର (GPR) ସିଷ୍ଟମ ସହାୟତାରେ ଉଦ୍ଧାରକାରୀ ଦଳ ଘଟଣାର ପ୍ରାୟ ୨୧ ଘଣ୍ଟା ପରେ ଭଗ୍ନାବଶେଷ…

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬: କୋଲକାତାରେ ଭବ୍ୟ ବିଶ୍ୱ ଯୋଗ ଦିବସ ଉତ୍ସବ

କୋଲକାତା: ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଚଳିତ ବର୍ଷ ଦେଶର ମୁଖ୍ୟ ଆୟୋଜନ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଐତିହାସିକ କାର୍ଯ୍ୟକ୍ରମରେ ଯୋଗଦେଇ ଲକ୍ଷାଧିକ ଲୋକଙ୍କ ସହ ସାମୂହିକ ଯୋଗାଭ୍ୟାସ କରିବେ। ଆୟୁଷ…

‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ପଶ୍ଚିମବଙ୍ଗ ଦିବସ ସମାରୋହରେ ଯୋଗ ଦେଇଥିଲେ। ରାଜ୍ୟସ୍ତରୀୟ ଏହି ଉତ୍ସବ ହୁଗ୍‌ଲି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହୋଇଥିଲା, ଯାହା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଜଡ଼ିତ ଏକ ଐତିହାସିକ ସ୍ଥାନ। ଚଳିତ ବର୍ଷ ପଶ୍ଚିମବଙ୍ଗ ଦିବସର ବିଷୟବସ୍ତୁ ଥିଲା:…

ଦୀଘାରୁ ହଟିଲା ଧାମ ଶବ୍ଦ

ପଶ୍ଚିମବଙ୍ଗ: ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇଲେ ବେଙ୍ଗଲ ସରକାର । କାଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା ପରେ ହଟିଲା ଧାମ ଶବ୍ଦ । ନିର୍ମିତ ଫାଟକରେ ଲେଖା ଯାଇଥିବା ଫଳକ କାଢି ନିଆଗଲା । ଜଗନ୍ନାଥ ଧାମ…

ମେଡିକାଲରେ ଅଭିଷେକଙ୍କୁ ଭେଟିଲେ ମମତା, ଆକ୍ରମଣ ଘଟଣାରେ କେନ୍ଦ୍ର ସରକାରଙ୍କୁ କଲେ ଟାର୍ଗେଟ୍

ଟି ଏମ ସି ସାଂସଦ ତଥା ନିଜ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାସ୍ଥିତ ଆପୋଲୋ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ହସ୍ପିଟାଲରେ ଅଭିଷେକଙ୍କ ସହ ସାକ୍ଷାତ କରିବା…

ମମତା ବାନାର୍ଜୀଙ୍କ ଦଳରେ ବଡ଼ ବିଭାଜନ: ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି

ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଅସ୍ଥିରତା ଦେଖାଯାଉଛି। ମମତା ବାନାର୍ଜୀଙ୍କ ଟିଏମସି ଭିତରେ ଏକ ବିଭାଜନ ଘଟିଛି। ବିଧାନସଭା ବାଚସ୍ପତି ବହିଷ୍କୃତ ବିଧାୟକ ରିତବ୍ରତ ବାନାର୍ଜୀଙ୍କ ସମେତ ୫୮ ବିଦ୍ରୋହୀ ନେତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ବାଚସ୍ପତି ରିତବ୍ରତ ବାନାର୍ଜୀଙ୍କୁ…

ଭାରତ ବାଙ୍ଗଲାଦେଶ ସୀମାରେ ଚାଲିଛି ଫେନସିଂ କାମ , ହିନ୍ଦୁ କରୁଛନ୍ତି ଭୂମି ଦାନ

ପଶ୍ଚିମବଙ୍ଗ ସରକାରଙ୍କର ବଡ଼ କଦମ ,ବଙ୍ଗଳାଦେଶ ର ବାହାରିଲା ଦମ , ରାଜ୍ୟରେ ବିଜେପି ସରକାର ପରେ ବଢ଼ିଲା ସୀମାରେ ସୁରକ୍ଷା , ଅନୁପ୍ରବେଶ ଉପରେ ଲାଗିଲା ଫୁଲ ଷ୍ଟଫ ,ପଶ୍ଚିମବଙ୍ଗରେ ଚାଲିଛି ବଙ୍ଗଳାଦେଶୀ ଉଛେଦ , BSF କୁ ଶୁଭେନ୍ଦୁ…