Category: ପୁରୀ

ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ଉଭାଯାତ୍ରା, ସର୍ବସାଧାରଣ ଦର୍ଶନ ବନ୍ଦ

ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଆଜି ଶ୍ରୀମନ୍ଦିରରେ ପ୍ରତିପଦା ତିଥିରେ ହେବ ଉଭାଯାତ୍ରା । ଗୁରୁବାର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଆଜି ରଥଖଳାକୁ ଆଜ୍ଞାମାଳ ବିଜେ କରିବ। ରଥଯାତ୍ରା ପ୍ରସ୍ତୁତି ଏବଂ ନୀତି ବହୁଳତା ଯୋଗୁଁ…

ପବିତ୍ର ଘୋଷଯାତ୍ରା (ରଥଯାତ୍ରା) – ଇତିହାସ, ବିଶେଷ ବୈଶିଷ୍ଟ୍ୟ, ପୂଜାବିଧି ଓ ଜନ୍ମବୃତ୍ତାନ୍ତ

ପବିତ୍ର ଘୋଷଯାତ୍ରା (ରଥଯାତ୍ରା) – ଇତିହାସ, ବିଶେଷ ବୈଶିଷ୍ଟ୍ୟ, ପୂଜାବିଧି ଓ ଜନ୍ମବୃତ୍ତାନ୍ତ ତାରିଖ: ୧୬/୦୭/୨୦୨୬, ଗୁରୁବାର ପବିତ୍ର ଘୋଷଯାତ୍ରା, ଯାହାକୁ ରଥଯାତ୍ରା ନାମରେ ମଧ୍ୟ ଜଣାଯାଏ, ଶ୍ରୀଜଗନ୍ନାଥ ସଂସ୍କୃତିର ସର୍ବଶ୍ରେଷ୍ଠ ମହାପର୍ବ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଜଗନ୍ନାଥ,…

ସୁସ୍ଥ ହୋଇଛନ୍ତି ମହାପ୍ରଭୁ

ରାଜବୈଦ୍ୟଙ୍କ ଦଶମୂଳ ଔଷଧ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ। ଆଜି ମହାରାଜାଙ୍କୁ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦେଇଛନ୍ତି ସେବାୟତ । Post Views: 15

ରଥଯାତ୍ରା ପୂର୍ବରୁ ଆକ୍ସନ ମୋଡରେ କମାଣ୍ଡୋ, ଶ୍ରୀମନ୍ଦିର ଚାରିପାଖରେ ‘ଅପରେସନ ଚକ୍ରବ୍ୟୁହ’

ପୁରୀ – ରଥଯାତ୍ରା ପୂର୍ବରୁ ଭାରତୀୟ ଯବାନଙ୍କ ଦ୍ୱାରା ଏକ ମକଡ୍ରିଲ କରାଯାଇଛି। ଶ୍ରୀମନ୍ଦିର ନିକଟରେ ହୋଇଛି ଅପରେସନ ଚକ୍ରବ୍ୟୁହ। ଥିଲେ ଦୁଇଟି ସ୍ନାଇପର ଟିମ୍ ସହ ୪ ଟି ଭାଗରେ ବିଭକ୍ତ ହୋଇ Special tactical unit (stu)ର କମାଣ୍ଡୋ।ଏଥିସହ…

କର୍ଡନ ପାସ୍ ଉପରେ ଜିଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର: ପାଖେଇ ଆସୁଛି ରଥଯାତ୍ରା । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରଥଯାତ୍ରା ସମୀକ୍ଷା ବୈଠକ କରିଛନ୍ତି । କର୍ଡନ ପାସ୍ ଉପରେ ଜିଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ବି ଅଧିକ କର୍ଡନ…

ସ୍ଥଗିତ ରହିଲା ଶ୍ରୀଜଗନ୍ନାଥଙ୍କୁ ନେଇ ଫୁଲ ଫିଚର୍ ଆନିମେସନ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ

ପୁରୀ : ମହାପ୍ରଭୁଙ୍କୁ ନେଇ ପ୍ରସ୍ତୁତ ହୋଇଛି କପୋଳକଳ୍ପିତ ଆନିମେସନ କାହାଣୀ । କଠୋର ହେଲା ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତି। ସ୍ଥଗିତ ରହିଲା ଶ୍ରୀଜଗନ୍ନାଥଙ୍କୁ ନେଇ ଫୁଲ ଫିଚର୍ ଆନିମେସନ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ । ୧୦ତାରିଖରେ ରିଲିଜ୍ ହେବାକୁ…

ମହାପ୍ରଭୁଙ୍କ ୭୮୫ଟି ଖାତାରେ ଥିବା ୪୭୧୩.୨୨୫ ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସମ୍ପୂର୍ଣ୍ଣ

ଭୁବନେଶ୍ୱର: ଖୋରଧା ଜିଲାର ବିଭିନ୍ନ ତହସିଲରେ ମୋଟ ୭୯୬ଟି ଖାତାରେ ଥିବା ୪୭୨୮.୩୫୭ ଏକର ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୭୮୫ଟି ଖାତାରେ ଥିବା ୪୭୧୩.୨୨୫ ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।…

ରଥ ଉପରକୁ ମୋବାଇଲ ମନା, ରଥଯାତ୍ରାରେ ଆହୁରି ଅଧିକାରୀଙ୍କୁ ନିଯୁକ୍ତ କରିବେ ସରକାର

ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ରଥ ଉପରେ ଅନଧିକୃତ ଓ ଛଦ୍ମବେଶୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ରଥ ଉପରକୁ ନେଇପାରିବେନି ମୋବାଇଲ । ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ…

ଶ୍ରୀମନ୍ଦିରରେ ଅଣସର ନୀତି ଆରମ୍ଭ, ପୂଜା ପାଉଛନ୍ତି ପଟି ଦିଅଁ

ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ । ଆଜି ଠାରୁ ମହାପ୍ରଭୁଙ୍କ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ…

ଜ୍ୱରରେ ପୀଡ଼ିତ ଶ୍ରୀଜିଉ: ଆଜିଠୁ ଅଣସର ଦର୍ଶନ

ପୁରୀ: ଅତ୍ୟଧିକ ସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ଶ୍ରୀଜିଉ । ଆଜିଠୁ ଅଣସର ଦର୍ଶନ। ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତ ମାନଙ୍କ ଗହଳିଚହଳି । ଆଜି ବଡ଼ି ଭୋରରୁ ଅଲାରନାଥଙ୍କ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିଛି ।…