Category: ବରଗଡ଼

ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ ଙ୍କୁ ଲାଗି ହେଲା ୧୦୮ ବାଳନୈବେଦ୍ୟ

ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁ ଙ୍କୁ ଲାଗି ହେଲା ୧୦୮ ବାଳନୈବେଦ୍ୟ ଭଟଲି (ଅଭିମନ୍ୟୁ ପଧାନ ): ଭଟଲି ଶ୍ରୀ ଦଧିବାମନ ଧାମରେ ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଅଷ୍ଟୋତ୍ତର ଶତଅମୃତ ମଣୋହୀ ବାଳନୈବେଦ୍ୟ (୧୦୮) ଭୋଗ ପରମ୍ପରାକ୍ରମେ…

“ଗୋଡଭଗାରେ ହନୁଆଁପାଟ ଆଞ୍ଚଳିକ ଉନ୍ନୟନ କମିଟୀ ଗଠିତ”

“ଗୋଡଭଗାରେ ହନୁଆଁପାଟ ଆଞ୍ଚଳିକ ଉନ୍ନୟନ କମିଟୀ ଗଠିତ” ବରଗଡ:୨୩/୪(ପବିତ୍ର ମେହେର) ଗୋଡଭଗା ଅଞ୍ଚଳର ସାମଗ୍ରିକ ବିକାଶ ତଥା ଅଞ୍ଚଳର ଉନ୍ନୟନ କାର୍ଯ୍ୟର ତଦାରଖ ପାଇଁ ସତୀଜୋର ହନୁଆଁପାଠ ପୀଠରେ ଗୋଡଭଗା ଆଞ୍ଚଳିକ ଉନ୍ନୟନ କମିଟୀ ଗଠନ ହୋଇଯାଇଛି । ଗୋଡଭଗା ଅଞ୍ଚଳର…

ଓଡ଼ିଶା ରାଜ୍ୟ କୃଷକ ସଂଗଠନର ନୂତନ କର୍ମକର୍ତ୍ତା

ଓଡ଼ିଶା ରାଜ୍ୟ କୃଷକ ସଂଗଠନର ନୂତନ କର୍ମକର୍ତ୍ତା ବରଗଡ:୨୩/୪(ପବିତ୍ର ମେହେର) ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରାର ଆଗାମୀ ୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ବୀରେନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅତାବିରା ବଜାର ପ୍ରାଙ୍ଗଣରେ ହୋଇଥିବା କମିଟିରେ…

ଶ୍ରୀଦଧିବାମନଙ୍କ ରଥ ନିର୍ମାଣ ର ଅଖ ଚକ ପୂଜା ଅନୁକୂଳ

ଶ୍ରୀଦଧିବାମନଙ୍କ ରଥ ନିର୍ମାଣ ର ଅଖ ଚକ ପୂଜା ଅନୁକୂଳ ଭଟଲି (ଅଭିମନ୍ୟୁ ପଧାନ ):- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୋମ‌ବାର ଭଟଲି ଦଧିବାମନ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିର୍ମାଣର ଶୁଭ ଅନୁକୂଳ ହୋଇଛି। ମନ୍ଦିର ସମ୍ମୁଖରେ ଆଜି ଶାସ୍ତ୍ରୀୟ…

ବରଗଡରେ ୨୨ ତାରିଖ ଯାଏ ଶିକ୍ଷାନୁଷ୍ଠାନ ଛୁଟି

ବରଗଡରେ ୨୨ ତାରିଖ ଯାଏ ଶିକ୍ଷାନୁଷ୍ଠାନ ଛୁଟିବରଗଡ:୧୯/୦୪/୨୦୨୬(ପବିତ୍ର ମେହେର)ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରବିବାର ପ୍ରକାଶିତ ବିଜ୍ଞପ୍ତି (ନଂ-୧୩/ଆରଇଏସ/୨୦୨୬) ଅନୁଯାୟୀ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଜିଲାର ସ୍କୁଲ, କଲେଜ, ଅଙ୍ଗନୱାଡି କେନ୍ଦ୍ର ଏବଂ ବୈଷୟିକ ଅନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରାଯାଇଛି…

ଦଧିବାମନ ମନ୍ଦିର ର ନୂତନ ଟ୍ରଷ୍ଟ ବୋର୍ଡ଼ ଗଠନ

ଦଧିବାମନ ମନ୍ଦିର ର ନୂତନ ଟ୍ରଷ୍ଟ ବୋର୍ଡ଼ ଗଠନଭଟଲି (ଅଭିମନ୍ୟୁ ପଧାନ ) : – ଭଟଲି ସ୍ଥିତ ଶ୍ରୀ ଦବାମନ ସ୍ଵାମୀଙ୍କ ମନ୍ଦିର ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ । ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ଏହି…

ପାଦୁକା ମନ୍ଦିରରେ ଧ୍ବଜାରୋହଣ କାର୍ଯ୍ୟକ୍ରମ

ପାଦୁକା ମନ୍ଦିରରେ ଧ୍ବଜାରୋହଣ କାର୍ଯ୍ୟକ୍ରମ ଭଟଲି (ଅଭିମନ୍ୟୁ ପଧାନ ): ଭଟଲିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନ ଜିଉଙ୍କ ଆବିର୍ଭାବସ୍ଥଳ ଚକ୍ର ପୁଷ୍କରିଣୀରେ ଥିବା ପାଦୁକା ମନ୍ଦିରରେ ଶୁକ୍ରବାର ବୈଶାଖ ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ନୂତନ ଧ୍ବଜାରୋହଣ କାର୍ଯ୍ୟକ୍ରମ…

ହନୁମାନ ଜୟନ୍ତୀ ଅବସର ରେ ବିଶାଳ ଶୋଭାଯାତ୍ରା

ହନୁମାନ ଜୟନ୍ତୀ ଅବସର ରେ ବିଶାଳ ଶୋଭାଯାତ୍ରା ଭଟଲି:- ଭଟଳିରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନଙ୍କ ଜନ୍ମୋତ୍ସବ ଓ ସାମୂହିକ ହନୁମାନ ଚାଳିଶା ପାଠ ଅନୁଷ୍ଠିତ ହୋଇଯାଇଛି l ହନୁମାନ ଜୟନ୍ତୀ ସମନ୍ଵୟ କମିଟି ଆହ୍ବାନକ୍ରମେ ଆୟୋଜିତ ଏହି ସର୍ବଦଳୀୟ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବରଗଡ଼:-୧୩.୦୪.୨୦୨୬(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଅତାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ…

ପ୍ରାଣୀ ଚିକିତ୍ସାଳୟ ଭଟଲି ର ନୂତନ ଗୃହ ଉତଘାଟନ

ପ୍ରାଣୀ ଚିକିତ୍ସାଳୟ ଭଟଲି ର ନୂତନ ଗୃହ ଉତଘାଟନ ଭଟଲି (ଅଭିମନ୍ୟୁ ପଧାନ ):- ବରଗଡ ଜିଲ୍ଲା ଭଟଲି ବ୍ଲକ ରେ ଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ନୂତନ ଗୃହ ଉତଘାଟନ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ…