ଜମୁର୍ଡା ଗ୍ରାମରେ ପନିପରିବା ନଷ୍ଟ କଲେ ଅସାମାଜିକ ବ୍ୟକ୍ତି
ଜମୁର୍ଡା ଗ୍ରାମରେ ପନିପରିବା ନଷ୍ଟ କଲେ ଅସାମାଜିକ ବ୍ୟକ୍ତି ବରଗଡ:୧୫/୦୩/୨୦୨୬(ପବିତ୍ର ମେହେର)ବରଗଡ ଜିଲ୍ଲା ଜମୁର୍ଡା ଗ୍ରାମର ଗଜିନ ମାଝୀଙ୍କ ୩୦୦ କଲରା ଗଛର ମୂଳକୁ କୌଣସି ଅସାମାଜିକ ଦୁର୍ବୃତ୍ତ ବ୍ୟକ୍ତି ଉପାଡି ନଷ୍ଟ କରିଦେଇଛି।ଗଜିନଙ୍କ ନିଜସ୍ୱ ଜମି ନାହିଁ ସେ ଅନ୍ୟ…
