Category: ବରଗଡ଼

ବରଗଡ଼ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ନିଷ୍ପତ୍ତି

ଵରଗଡ଼ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ନିଷ୍ପତ୍ତି ।୨୦୦ କଳାକାରମାନଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅର୍ଥ ରାଶି ମଞ୍ଜୁର କରିଛି…

ଶ୍ରୀଦଧିବାମନ ମନ୍ଦିରରେ ଗୀତା ଜୟନ୍ତୀ ପାଳନ

ଶ୍ରୀଦଧିବାମନ ମନ୍ଦିରରେ ଗୀତା ଜୟନ୍ତୀ ପାଳନ ଭଟଲି (ଅଭିମନ୍ୟୁ ପଧାନ):- ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମନ୍ଦିର ପରିସରରେ ବୁଧବାର ଗୀତା ସାଂସ୍କୃତିକ ସମିତିର ବାର୍ଷିକ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ପୂଜା ମଣ୍ଡପରେ କଳସ ସ୍ଥାପନ କରାଯାଇ…

ଜନତା ସରକାରୀ ହାଇସ୍କୁଲରେ ଭୁକ୍ତାରେ ଅମ୍ବାଭୋନା ବ୍ଲକସ୍ତରୀୟ ଦିବ୍ୟାଙ୍ଗ ସମାରୋହ ଓ ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

*ଜନତା ସରକାରୀ ହାଇସ୍କୁଲରେ ଭୁକ୍ତାରେ ଅମ୍ବାଭୋନା ବ୍ଲକସ୍ତରୀୟ ଦିବ୍ୟାଙ୍ଗ ସମାରୋହ ଓ ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ* (ବରଗଡ)::୦୩/୧୨ (ପବିତ୍ର ମେହେର)::ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଅମ୍ବାଭୋନା ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ…

ଓଷ୍ଟାର ଆହ୍ଵାନରେ ଆନ୍ଦୋଳନ ପାଇଁ ରଣସଜ୍ଜା ପ୍ରସ୍ତୁତି ନେଇ ଅତାବିରା ବ୍ଲକ ସ୍ତରୀୟ କନଭେନସନ୍

ଓଷ୍ଟା ର ଆହ୍ଵାନ ରେ ଆନ୍ଦୋଳନ ପାଇଁ ରଣସଜ୍ଜା ପ୍ରସ୍ତୁତି ନେଇ ଅତାବିରା ବ୍ଲକ ସ୍ତରୀୟ କନଭେନସନ୍ ଵରଗଡ:୩/୧୨(ପବିତ୍ର ମେହେର) ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାୟତନ କୁ ସୁଦୃଢ଼ କରିବା ତଥା ଶିକ୍ଷକ ଓ ଛାତ୍ର ମାନଙ୍କ ଅଧିକାର ପାଇଁ କାର୍ଯ୍ୟ…

ଅତାବିରା ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ

*ଅତାବିରା ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ* ବରଗଡ:୩/୧୨(ପବିତ୍ର ମେହେର)ବରଗଡ ଜିଲ୍ଲା ଅତାବିରା ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ ହୋଇଥିଲା।ଉଦଘାଟନୀ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅତିଥି…

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ଭଟଲି (ଅଭିମନ୍ୟୁ ପଧାନ): – ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର…

ରୁଚିଦା ହାଇସ୍କୁଲରେ ବିଶ୍ଵ ଏଡସ ଦିବସ ପାଳିତ

*ରୁଚିଦା ହାଇସ୍କୁଲରେ ବିଶ୍ଵ ଏଡସ ଦିବସ ପାଳିତ* ବରଗଡ:(ପବିତ୍ର ମେହେର)::ବରଗଡ ଜିଲ୍ଲା ଅମ୍ୱାଭୋନା ବ୍ଲକ୍ ଅଧୀନରେ ଥିବା ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାରେ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେରଙ୍କ ସଭାପତିତ୍ବରେ…

ଶେଷରେ କଳାପାଣି ମଣ୍ଡିରୁ ଧାନ ଉଠିଲା

*ଶେଷରେ କଳାପାଣି ମଣ୍ଡିରୁ ଧାନ ଉଠିଲା* :ବରଗଡ:୨/୧୨(ପବିତ୍ର ମେହେର) ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ କଳାପାଣି ମଣ୍ଡି ପରିସରରେ ଚାଲିଥିବା ଧାରଣା ସ୍ଥଳକୁ ସବକଲେକ୍ଟର ପ୍ରସନ୍ନ କୁମାର ପାଣ୍ଡେ ଏବଂ ଜିଲ୍ଲା ନିବନ୍ଧକ ଅଧିକାରୀ ଯୁଗଳ ଦାସ ଧାରଣା ରତ ଚାଷୀନେତାଙ୍କ…

ଆନ୍ଦୋଳନ କୁ ଓହ୍ଲାଇବ ଅମ୍ବାଭୋନା ବ୍ଳକ୍ ପ୍ରାଥମିକ ଶିକ୍ଷକ(NPS) ସଂଘ

ଆନ୍ଦୋଳନ କୁ ଓହ୍ଲାଇବ ଅମ୍ବାଭୋନା ବ୍ଳକ୍ ପ୍ରାଥମିକ ଶିକ୍ଷକ(NPS) ସଂଘ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦୁଇ ଦଫା ଦାବି ନେଇ ଆସନ୍ତା ଡ଼ିସେମ୍ବର ୫ ତାରିଖରେ ହେବାକୁ ଥିବା ଆନ୍ଦୋଳନ ପାଇଁ ଅମ୍ବାଭୋନା ବ୍ଳକ୍ ଏନ୍ ପି ଏସ ଶିକ୍ଷକ…

ଜନତା ସରକାରୀ ହାଇସ୍କୁଲରେ ବିଶ୍ଵ ଏଡସ ଦିବସ- ୨୦୨୫ ଅନୁଷ୍ଠିତ

*ଜନତା ସରକାରୀ ହାଇସ୍କୁଲରେ ବିଶ୍ଵ ଏଡସ ଦିବସ- ୨୦୨୫ ଅନୁଷ୍ଠିତ* (ବରଗଡ଼)::୦୧/୧୨ (ପବିତ୍ର ମେହେର): ଏଚ୍ଆଇଭି ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ…