ଜନତା ସରକାରୀ ହାଇସ୍କୁଲରେ ଶକ୍ତି ସଂରକ୍ଷଣ ଦିବସ -୨୦୨୫ ପାଳିତ
*ଜନତା ସରକାରୀ ହାଇସ୍କୁଲରେ ଶକ୍ତି ସଂରକ୍ଷଣ ଦିବସ -୨୦୨୫ ପାଳିତ* ବରଗଡ:(ପବିତ୍ର ମେହେର)ଶକ୍ତିର ସୁବିନିଯୋଗ,ସୁପରିଚାଳନା ଓ ଶକ୍ତିର ସଂରକ୍ଷଣ ନିମନ୍ତେ ଶିକ୍ଷାର୍ଥୀମାନଙ୍କୁ ବାଲ୍ୟାବସ୍ଥାରୁ ଅଭ୍ୟସ୍ତ କରାଇବା ଆଭିମୁଖ୍ୟ ନେଇ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ…
