ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ଅମ୍ବାଭୋନା ପଞ୍ଚାୟତ କୁ ମିଲିଲା ପଞ୍ଚାୟତ ଆୱାର୍ଡ଼
ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ଅମ୍ବାଭୋନା ପଞ୍ଚାୟତ କୁ ମିଲିଲା ପଞ୍ଚାୟତ ଆୱାର୍ଡ଼ ଅମ୍ବାଭୋନା ୨୪-୪-୨୫ (ପ୍ରକାଶ ଚନ୍ଦ୍ର ରଥ)ବରଗଡ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ସମାରୋହରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା।ବରଗଡ ଜିଲ୍ଲାର ଅମ୍ବାଭୋନା…
