Category: ବଲାଙ୍ଗୀର

ମାନବ ସେବାଶ୍ରମ କୁ ପରିଦର୍ଶନ କଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ(DSSO)

ଅନଗୁଳ ସୁଷୁଡ଼ା ମାଳତୀ ବିହାର ମସାଣି ପଡିଆ ପଛ ପାଖରେ ଥିବା ମାନବ ସେବାଶ୍ରମ କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ପରିଦର୍ଶନ କରିବା ସହ ଆଶ୍ରମ ରେ ପଚିଶ ଜଣ ଅନ୍ତେବାସୀ ଙ୍କୁ ବସ୍ତ୍ର ଓ…

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

( ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ) ଭୁବନେଶ୍ୱର (୨୮ / ୦୪ / ୨୦୨୩) ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ବିଭାଗୀୟ…

ଉତ୍କଳଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ

ଉତ୍କଳଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଭୁବନେଶ୍ୱର (୨୮ / ୦୪ / ୨୦୨୩) ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନର ମୂର୍ତ୍ତିମନ୍ତ ପ୍ରତୀକ । ସ୍ଵତନ୍ତ୍ର ଓଡ଼ିଶା ଗଠନର…

ନାବାଳିକାଙ୍କୁ ପ୍ରେମ କରି ଯୁବକ ଗିରଫ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ କରି ଯୁବକ ଗିରଫ ହୋଇଛି ।ସୂଚନା ଅନୁଯାୟୀ ୧୬ ବର୍ଷୀୟ ନାବାଳିକାଙ୍କୁ ଇଂସ୍ତାଗ୍ରାମ ମାଧ୍ୟମରେ କେନ୍ଧୁଝର ଜିଲ୍ଲାର ଟେଲକୋଈ ଅଞ୍ଚଳର ଯୁବକ ପିଣ୍ଟୁ ମୁଖୀ (୨୩)ପ୍ରେମ କରିଥିଲେ। ନାବାଳିକାଙ୍କ…

ନାବାଳିକାକୁ ଅପହରଣ କରି ନାବାଳକ ଗିରଫ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଗତ ମାସରେ ଜଣେ ନାବାଳକ ଅନ୍ୟ ଜଣେ ନାବାଳିକାଙ୍କୁ ପ୍ରେମ କରି ଅପହରଣ କରି ରଖିଥିବା ଅଭିଯୋଗରେ ନାବାଳକ ଗିରଫ ହୋଇଛି।ସୂଚନା ଅନୁଯାୟୀ ୧୭ ବର୍ଷୀୟ ନାବାଳକ ପ୍ରେମ କରି ଫୁଶୁଳେଇ ଜଣେ…

ଚାରି ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୁର ସଂଘ ତରଫରୁ ଚାରି ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନା ଯେ, ସର୍ବ ନିମ୍ନ ମଜୁରୀ ନାଁରେ ଶ୍ରମିକ ମାନଙ୍କ ସହିତ ଦୀର୍ଘ ଦିନ ଧରି କେବଳ ଚାଳନା ହୋଇ…

ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଦୁଇଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତ ଶେଷ

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଦୁଇଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀମତୀ ଗର୍ଗ ତୁଷରା, ଗୁଡକେଲା, ପାଟଣାଗଡ ଇତ୍ୟାଦି…