ହାତୀ ଆକ୍ରମଣରେ ଚାଷୀ ମୃତ
ଦେବଗଡ : ରିଆମାଳ ବନାଂଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚଢେଇମରା ଗ୍ରାମ ଜଙ୍ଗଲରୁ ଆଜି ଜଣେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ଚଢେଇମରା ଗ୍ରାମର ଚାଷୀ ପ୍ରଫୁଲ୍ଲ ବେହେରା (୫୫) ବୋଲି ଜଣାପଡିଛି। ହାତୀ…
ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପ୍ରାର୍ଥୀ
ଭୁବନେଶ୍ୱର: ଦେବାଶିଷଙ୍କ ନାଁରେ ବିଜେପିର ମୋହର । ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ ।ଓଡିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ସକାଳେ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ…
ଜିରୋ କାଜୁଆଲିଟି ପାଇଁ ବିଶ୍ୱ ପ୍ରସିଦ୍ଧ ଓଡିଶା
ପୁରୀ: ପୁରୀ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦବୋଧନ ଦେଇ କହିଛନ୍ତି, ପୁରୀରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିବାରୁ ଖୁସି ପ୍ରକଟ କଲେ ମୁଖ୍ୟମନ୍ତ୍ରୀ । ୧୯୯୯ ମହାବାତ୍ୟା କଥା…
ଦ୍ୱିତୀୟ ବର୍ଷ ପୂର୍ତ୍ତିରେ ଓଡ଼ିଶାକୁ ଆସିବେ ମୋଦୀ, ହୋଇପାରେ ଦୁଇ ବଡ଼ ଯୋଜନାର ଘୋଷଣା
ଓଡ଼ିଶାରେ ବିଜେପି ସରକାରର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଜନସଭାକୁ ସମ୍ବୋଧନ କରିବା ସହ ‘ବିକଶିତ ଓଡ଼ିଶା-ବିକଶିତ ଭାରତ’…
ଜୁନ୍ରେ ମୋହନ ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ! ୬ ମନ୍ତ୍ରୀଙ୍କ ଉପରେ ଝୁଲୁଛି ଖଣ୍ଡା
ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ପରେ ମୋହନ ମାଝୀ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହୋଇପାରେ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ମନ୍ତ୍ରୀମାନଙ୍କ ଦକ୍ଷତା, କାର୍ଯ୍ୟଦକ୍ଷତା ଓ ଦଳ ପ୍ରତି ଆନୁଗତ୍ୟକୁ ମାପକାଠି କରି ସମୀକ୍ଷା କରାଯିବାକୁ…
‘କୋଷ୍ଟାଲ ହାଇଓ୍ୱେ’ ହେବ ଗେମ୍-ଚେଞ୍ଜର: ଧର୍ମେନ୍ଦ୍ର ପ୍ରଧାନ
ନୁଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ଏନଏଚ୍-୯୦ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱର ଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ଗ୍ରୀନଫିଲ୍ଡ ‘କୋଷ୍ଟାଲ ହାଇୱେ’ ନିର୍ମାଣ ପାଇଁ ମଞ୍ଜୁର ମିଳିଛି। ପ୍ରାୟ ୧୬୦.୧୮…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋସିଆଲ ମିଡିଆରେ ଅପପ୍ରଚାରକୁ ନେଇ ଅନୁଗୋଳ ଭାଜପାର ତୀବ୍ର ନିନ୍ଦା
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋସିଆଲ ମିଡିଆରେ ଅପପ୍ରଚାରକୁ ନେଇ ଅନୁଗୋଳ ଭାଜପାର ତୀବ୍ର ନିନ୍ଦା ★ଧର୍ମେନ୍ଦ୍ରଙ୍କ ସ୍ୱଚ୍ଛତା ଓ ଦକ୍ଷତା ବିରୋଧୀଙ୍କ ପାଇଁ ଅସହ୍ୟ ।★ ବିରୋଧୀଙ୍କୁ ଅନୁଗୋଳ ଭାଜପାର ଖୋଲା ଚ୍ୟାଲେଞ୍ଜ – ଦମ୍ ଅଛି ତ ଦସ୍ତାବିଜ୍ ଦେଖାଅ★…
ପୁଣି ବଢିଲା ବସ ଭଡା
ଭୁବନେଶ୍ବର : ବସ୍ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୪ ପଇସା ବୃଦ୍ଧି ହୋଇଛି । ଡିଜେଲ ଦରରେ ଅହେତୁକ ବୃଦ୍ଧି ପରେ ଓଡ଼ିଶା ସରକାର ରାଜ୍ୟରେ ସମସ୍ତ ବର୍ଗର ବସ୍…
