Category: ଭୁବନେଶ୍ବର

ମହାନଦୀ – ଛତିଶଗଡ଼ ଜଳ ବିବାଦ ମାମଲା ; ଜଷ୍ଟିସ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ହେବ ଶୁଣାଣି

ଭୁବନେଶ୍ୱର, ୨ | ୫ : ଆଜି ହେବ ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି । ମହାନଦୀ ଜଳକୁ ନେଇ ଦୀର୍ଘ ଦିନରୁ ଓଡ଼ିଶା – ଛତିଶଗଡ ମଧ୍ୟରେ ବିବାଦ ରହି ଆସିଛି । ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଆଜି…

ରାଜଧାନୀରେ ପୁଣି ଏକ ଜୀବନ ନେଲା ଆମ-ବସ

ଭୁବନେଶ୍ୱର : ପୁଣି ରାଜଧାନୀରେ ଜୀବନ ନେଲା ଆମ ବସ। ୧୬ ନମ୍ବର ଜାତୀୟ ରାଜପଥରେ ଆମ ବସ ଚଢ଼ିଯିବାରୁ ବାଇକ ଚାଲାକ ମୃତ। ୧୬ ନମ୍ବର ଜାତୀୟ ରାଜପଥ ରସୁଲଗଡ଼-ସତସଙ୍ଗ ବିହାର ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା।…

ମେ ୧୫ ବେଳକୁ ଶକ୍ତିଶାଳୀ ବାତ୍ୟା, କେଉଁଠି ହିଟ୍ କରିବ ଦେଖାଇଲା GFS

ମେ’ ମାସକୁ ନେଇ ଡରାଇଲାଣି ବାତ୍ୟା ଆଶଙ୍କା। ଆମେରିକାସ୍ଥିତ ଆନ୍ତର୍ଜାତିକ ପାଣି ପାଗ ମଡେଲ୍ ଜିଏଫଏସ୍ ପୂର୍ବାନୁମାନ ଦେଖାଉଛି, ବଙ୍ଗୋପସାଗରରେ ବାତ୍ୟା ଆସୁଛି । ସମ୍ଭବତଃ ମେ’ ୧୪-୧୬ ତାରିଖ ଭିତରେ ଏହା ଉପକୂଳରେ ମାଡ଼ ହୋଇପାରେ। ଏମିତିକି ଏହା ଓଡ଼ିଶା…

ନାରୀଙ୍କୁ ସୁରକ୍ଷା ଦେବ ଶକ୍ତିଶ୍ରୀ ଆପ୍:ମୁଖ୍ୟମନ୍ତ୍ରୀ

ନାରୀଙ୍କୁ ସୁରକ୍ଷା ଦେବ ଶକ୍ତିଶ୍ରୀ ଆପ୍। ଉଚ୍ଚ ଶିକ୍ଷା ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶକ୍ତିଶ୍ରୀ ଆପ୍ ଲଞ୍ଚ୍ କରିଛନ୍ତି। ମହିଳା ସଶକ୍ତିକରଣ ପାଇଁ ସରକାରଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ…

ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୧୪ ଶହରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର। ଅଧ୍ୟାପକ ନିଯୁକ୍ତ ପାଇଁ ନେଇ SSB ଅଧୀନରେ ଆଶାୟୀଙ୍କ ପାଇଁ ବିକଳ୍ପ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ୨୦୨୪ରେ SSBବିଜ୍ଞପ୍ତି…

ମେ ୪ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ବର: ଆସନ୍ତା ସୋମବାର ମେ ୪ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ପ୍ରଚଣ୍ଡ ଖରା ଯୋଗୁଁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ…

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ରାଜ୍ୟରେ ୯୫.୩୩% ମୋଟ୍ ପାସ୍ ହାର

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୩୬ ହଜାର ୩୦୬ ଜଣ ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୧୯ ହଜାର ୨୫୧ ଜଣ…

ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ: ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ‘ଜାଗ୍ରତ ଭାରତ ନ୍ୟୁଜ୍’ର ହାର୍ଦ୍ଦିକ ଶୁଭେଚ୍ଛା

ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ: ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ‘ଜାଗ୍ରତ ଭାରତ ନ୍ୟୁଜ୍’ର ହାର୍ଦ୍ଦିକ ଶୁଭେଚ୍ଛା ଆଜି ମେ’ ୩ ତାରିଖ ଅର୍ଥାତ୍ ‘ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ’ (World Press Freedom Day)। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ପରିଚିତ…

ଜାଗ୍ରତ ଭାରତ ନ୍ୟୂଜ: ଆଜିର ରାଶିଫଳ (୩ ମଇ ୨୦୨୬, ରବିବାର)

ଜାଗ୍ରତ ଭାରତ ନ୍ୟୂଜ: ଆଜିର ରାଶିଫଳ (୩ ମଇ ୨୦୨୬, ରବିବାର) ନମସ୍କାର! ଆପଣଙ୍କୁ ଜାଗ୍ରତ ଭାରତ ନ୍ୟୂଜର ଦୈନିକ ରାଶିଫଳ ବିଭାଗକୁ ସ୍ୱାଗତ। ଆସନ୍ତୁ ଜାଣିବା କିପରି କଟିବ ଆପଣଙ୍କର ଆଜିର ଦିନ, କ’ଣ ରହିଛି ଆପଣଙ୍କର ଶୁଭ ରଙ୍ଗ,…

ଆଜି ମାଟ୍ରିକ ପରୀକ୍ଷା ଫଳ: ପ୍ରଥମ ଥର ପାଇଁ ଇଂରାଜୀ ସହ ଓଡ଼ିଆ ଭାଷାରେ ମିଳିବ ସାର୍ଟିଫିକେଟ୍

ଆଜି ଅପରାହ୍ନ ୪ ଟାରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଫଳାଫଳ, ଏବଂ ମଧ୍ୟମା ପରୀକ୍ଷା ଫଳାଫଳ ମଧ୍ୟ ପ୍ରକାଶ କରାଯିବ। ରାଜ୍ୟରେ ଚଳିତ ବର୍ଷ…