Category: ଭୁବନେଶ୍ବର

ବିଜେପି ସଂସଦୀୟ ଦଳର ହ୍ୱିପ ଜାରି

ନୁଆଦିଲ୍ଲୀ: ଆସନ୍ତା ୯ ଓ ୧୦ ତାରିଖ ପାଇଁ ବିଜେପି ସଂସଦୀୟ ଦଳର ହ୍ୱିପ ଜାରି କରାଯାଇଛି । ସମସ୍ତ ଲୋକସଭା ସାଂସଦ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରିଛନ୍ତି । ଉପସ୍ଥିତ ରହି ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିବାକୁ ନିର୍ଦେଶ…

ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ ଏସଆଇଆର ପ୍ରକ୍ରିୟା, ୨୦୦୨ ରୋଲ ସହ ୨୦୨୫ ଭୋଟର ତାଲିକାକୁ କରାଯାଉଚି ମ୍ୟାପିଂ

ଭୁବନେଶ୍ୱର: ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)-୨୦୨୬ କାର୍ଯ୍ୟକ୍ରମ ପାଇଁ ୨୦୦୨ ମସିହାର ଭୋଟର ତାଲିକା ସହିତ ମ୍ୟାପିଂ ପ୍ରକ୍ରିୟା ଉପରେ ଏକ ବିସ୍ତୃତ ଉପସ୍ଥାପନା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମିଡ଼ିଆ ସେଣ୍ଟର ରେ ଆୟୋଜିତ ହୋଇଥିଲା।…

ବିକଶିତ ଓଡ଼ିଶା ଗଠନର ନୂତନ ଅଧ୍ୟାୟ ୩୨୭୫ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର: ଆଜି ଏକ ଦିବସୀୟ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ । ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ସମବାୟ କ୍ଷେତ୍ର ଏବଂ ଜାତୀୟ…

ଇଫ୍‌କୋ ସଲ୍‌ଫୁରିକ୍ ଏସିଡ୍ ପ୍ଲାଣ୍ଟ ଉଦ୍‌ଘାଟନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ପାରାଦୀପ: ପ୍ରଥମେ, ମୁଁ ଦେଶର ବରେଣ୍ୟ ଜନନେତା, ଦୃଢ଼ ପ୍ରଶାସକ, ଗୃହ ଏବଂ ସହକାରୀତା ମନ୍ତ୍ରୀ, ମାନନୀୟ ଶ୍ରୀ ଅମିତ ଶାହାଜୀଙ୍କୁ ଓଡ଼ିଶାର ବନ୍ଦର ନଗରୀ ପାରାଦୀପକୁ ସ୍ୱାଗତ କରୁଛି। ଅମିତ ଶାହା ଦେଶର ଜଣେ ଦୃଢ ଏବଂ ଦୃତ ନିଷ୍ପତ୍ତି…

ଆଜିର ରାଶିଫଳ ଓ ଶୁଭ ସୂଚନା

ଆଜିର ରାଶିଫଳ ଓ ଶୁଭ ସୂଚନା ଜାଗ୍ରତ ଭାରତ ନ୍ୟୂଜ ର ଶୁଭ ସଂଖ୍ୟା ଶୁଭ ରଙ୍ଗ ଶୁଭ ସମୟ ପ୍ରତିକାର ସହ ଆଜିର ରାଶିଫଳ ନମସ୍କାର! ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକ ଓ ଦର୍ଶକବନ୍ଧୁଙ୍କୁ ଆଜିର ଦିନର ଶୁଭେଚ୍ଛା।…

ରାଜ୍ୟସଭା ନିର୍ବାଚନ: ୫ ଜଣଙ୍କ ପ୍ରାର୍ଥୀପତ୍ର କାଏମ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର । ଯାଞ୍ଚ ପରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର । ୬ ଜଣ ନାମାଙ୍କନ କରିଥିବା ବେଳେ ଜଣଙ୍କ ପ୍ରାର୍ଥିପତ୍ର ନାକଚ ରହଛିିନ୍ତି । ବିଜେଡିର ସଂତୃପ୍ତ ମିଶ୍ର…

ଗୁଜୁରାଟ ଭଳି ଓଡିଶାର ବିକାଶ ହେବ: ଶାହ

କଟକ: ପାରାଦୀପରେ ଗୃହ ମନ୍ତ୍ରୀ ଅମିତ ଶାହ ସମ୍ବୋଧନ କରି କହିଛନ୍ତି, ଆପଣମାନଙ୍କ ଆଶୀର୍ବାଦରେ ବିଜେପି ଓଡିଶାରେ ଶାସନ କରୁଛି । ବିଜେପି ସରକାର ସଠିକ ଦିଗରେ ଓଡିଶାକୁ ଆଗେଇ ନେଉଛି । ଗୁଜୁରାଟ ଭଳି ଓଡିଶାର ମଧୟ ବିକାଶ ହେବ…

ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲେ ରାଜ୍ୟ ସରକାର

ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ନିଷ୍ପତ୍ତି। ଏକ୍ସରେ ପୋଷ୍ଟ କରି ସୂଚନା ଦେଲେ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ। ଓଡ଼ିଶା ପରିବାର, ଗୃହ ବିଭାଗ ଓ…

ନୂତନ ବିରଜା ପାଞ୍ଜି ପଠନ; ମରୁଡ଼ି ଆଶଙ୍କା ସହିତ ମିଳିଛି ଯୁଦ୍ଧ ସଙ୍କେତ

ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଯାଜପୁରର କ୍ଷେତ୍ରଶ୍ୱରୀ ମା’ ବିରଜାଙ୍କ ଝୁଳଣ ଯାତ୍ରା ଓ ପାଞ୍ଜି ପଠନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମା’ଙ୍କ ନିକଟରେ ସେବକ ଜ୍ୟୋତିଷ୍ୟ ଗୋବିନ୍ଦ ଚନ୍ଦ୍ର ମହରଣ୍ୟଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି…

OTET କେଳେଙ୍କାରୀ; ୮ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍

ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କରିଛନ୍ତି ଓଡିଶା ହାଇକୋର୍ଟ । ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ…