ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବାରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ
ଭୁବନେଶ୍ୱର: ଡିସେମ୍ବର ୨୦୨୫ ତୁଳନାରେ ଜାନୁଆରୀ ୨୦୨୬ରେ ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବାରେ ଏକ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ କରାଯାଇଛି। ଡିସେମ୍ବର ୨୦୨୫ରେ, ମୋଟ ୩,୬୫୬ କଲ୍ ରେକର୍ଡ଼ କରାଯାଇଛି, ଯେଉଁଥିରେ ୧,୭୮୮ଟି ଅଗ୍ନି ସମ୍ଭନ୍ଧୀୟ କଲ୍ ଏବଂ ୧,୮୬୮ଟି…
