ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର,୫/୧୦ : ଆଜି ସହିଦ୍ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ବିଧାନସଭା ପରିସରରେ ଥିବା ବାଜି ରାଉତଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ…
ଭୁବନେଶ୍ବରରୁ କୁଖ୍ୟାତ ଠକ ଗିରଫ
ଭୁବନେଶ୍ବର: ଭୁବନେଶ୍ବର ମୈତ୍ରୀ ବିହାର ଅଞ୍ଚଳରୁ ଗିରଫ ହେଲା କୁଖ୍ୟାତ ଠକ। କୁଖ୍ୟାତ ଠକ ରିଙ୍କୁକୁ ମୈତ୍ରୀ ବିହାରରୁ ଧରିଲା କମିଶନରେଟ ପୋଲିସ। ରିଙ୍କୁ ସହଯୋଗୀ ମନିନ୍ଦର ମଧ୍ଯ ଗିରଫ ହୋଇଥିବା ସୂଚନା। ଗୃହ ବିଭାଗ ଅଧୀନରେ ଥିବା ଏକ କମିଶନ…
ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗିମାନଙ୍କର ହେବ ପୁନଃରୁଦ୍ଧାର
ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗିମାନଙ୍କର ହେବ ପୁନଃରୁଦ୍ଧାର । ଶ୍ରୀମଦ୍ ଭାଗବତ ମହୋତ୍ସବରେ ଯୋଗ ଦେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ। ସମାଜର ବିକାଶ ନିମନ୍ତେ ଯୁବପିଢ଼ି ଭାଗବତ ତତ୍ତ୍ୱକୁ ଗ୍ରହଣ କରିବା ଉଚିତ’। ଶ୍ରୀମଦ୍ ଭାଗବତ ମହୋତ୍ସବ ଭକ୍ତି, ସମ୍ମାନ ଓ…
“ମନୁଷ୍ୟ ର ଜନ୍ମ ପ୍ରକାର ଭେଦ: ହିନ୍ଦୁ କଥା ଓ ବିଜ୍ଞାନ କଥା ସହ ଆଜିର ଆଧୁନିକ ମନୁଷ୍ୟ ପର୍ଯ୍ୟନ୍ତ”
“ମନୁଷ୍ୟ ର ଜନ୍ମ ପ୍ରକାର ଭେଦ: ହିନ୍ଦୁ କଥା ଓ ବିଜ୍ଞାନ କଥା ସହ ଆଜିର ଆଧୁନିକ ମନୁଷ୍ୟ ପର୍ଯ୍ୟନ୍ତ” 🌏 ପ୍ରସ୍ତାବନା ମନୁଷ୍ୟ ମାନବ ଜାତି ସବୁବେଳେ ନିଜ ଉତ୍ପତ୍ତି ଓ ଜନ୍ମ ସମ୍ବନ୍ଧୀୟ ଉତ୍ସୁକତା ରଖିଛି। ଆମେ କେମିତି…
ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଦିଲ୍ଲୀରେ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟଙ୍କ ମଧ୍ୟରେ ବିଭିନ୍ନ ସାଂଗଠନିକ ବିଷୟ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି…
ମାଓବାଦୀଙ୍କୁ ଶାହାଙ୍କ ଆହ୍ୱାନ, କହିଲେ ହିଂସାତ୍ମକ କାର୍ଯ୍ୟକଳାପ ଛାଡି ସମାଜର ମୁଖ୍ୟସ୍ରୋତରେ ହୁଅ ସାମିଲ୍
ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମଗ୍ର ଦେଶକୁ ବାମପନ୍ଥୀ ଉଗ୍ରବାଦ କବଳରୁ ମୁକ୍ତ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି । ହିଂସାତ୍ମକ କାର୍ଯ୍ୟକଳାପ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍…
ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ଓଡ଼ିଶା ସରକାର
ଭୁବନେଶ୍ବର: ବିପର୍ଯ୍ୟୟ ମୁକାବିଲା ପାଇଁ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ଓଡ଼ିଶା ସରକାର। ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ କୋଟି ବ୍ୟୟରେ ହେବ ନିର୍ମାଣ। ଏହି ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଭୁବନେଶ୍ବର…
