Category: ଭୁବନେଶ୍ବର

ଆଜିର ଦୈନିକ ରାଶିଫଳ

🌞 ଆଜିର ଦୈନିକ ରାଶିଫଳ – ଜାଗ୍ରତ ଭାରତ ନ୍ୟୁଜ୍🐏 ମେଷ (Aries)ଆଜିର ଦିନଟି କାର୍ଯ୍ୟଜୀବନ ପାଇଁ ଶୁଭ। ପୁରୁଣା କାମରେ ସଫଳତା ମିଳିବ। ପରିବାରୀକ ସମ୍ମାନ ବୃଦ୍ଧି।👉 ଶୁଭ ରଙ୍ଗ: ଲାଲ👉 ଶୁଭ ସଂଖ୍ୟା: 9 🐂 ବୃଷ (Taurus)ଧନ…

୯ ହଜାର ଏନଏଚଏମ୍‌ କର୍ମଚାରୀ ଚୁକ୍ତିଭିତ୍ତିକରୁ ମୁକ୍ତି ପାଇବେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୪/୦୮ : ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ୯ ହଜାର ଏନଏଚଏମ୍‌ କର୍ମଚାରୀ ଉପକୃତ ହେବେ । ଏନେଇ ସରକାରଙ୍କ ପକ୍ଷରୁ ସବୁଜ ସଂକେତ ମିଳିଥିବା ଓଡିଶା ସ୍ବାସ୍ଥ୍ୟ ମିଶନ କର୍ମଚାରୀ ସଂଘ ସ୍ପଷ୍ଟ କରିଛି। ଓଡିଶା…

ଓଡ଼ିଶା ଅଗ୍ନିଶମ ବିଭାଗ ସାରା ଦେଶରେ ‘ବେଷ୍ଟ ଇନ ଦ ବିଜନେସ୍’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ଅଗ୍ନିଶମ ବିଭାଗ ସାରା ଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କାର୍ଯ୍ୟଦକ୍ଷତା ଭିତ୍ତିରେ ଦେଶର ସର୍ବଶ୍ରେଷ୍ଠ ତିନି ଗୋଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି । ଓଡ଼ିଶା ଅଗ୍ନିଶମ ବିଭାଗ ଏବଂ ଅଗ୍ନିଯୋଦ୍ଧାମାନେ…

ପୂରଣ ହେବ ୩୦୦ ଅଗ୍ନିଶମ ପଦବୀ: ମୁଖ୍ୟମନ୍ତ୍ରୀ

ଆହୁରି ୩୦୦ ଅଗ୍ନିଯୋଦ୍ଧା ପଦବି ପୂରଣ କରାଯିବ। ବିପର୍ଯ୍ୟୟ କ୍ଷେତ୍ରରେ କିଭଳି ଭଲ କାମ କରାଯିବ, ସେଥିପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ତି। ଅଗ୍ନିଶମ ସେବା ପାଇଁ ଅନ୍ତର୍ଜାତୀୟସ୍ତରରେ ଆମେ ସମ୍ମାନିତ ‌ହୋଇଛୁ। ଅଗ୍ନିଯୋଧ୍ୟାମାନଙ୍କ ପ୍ରଶିକ୍ଷଣରେ କିଭଳି ଉନ୍ନତ…

ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ

ଭୂବନେଶ୍ୱର, ୨୩/୦୮ : ଉପରମୁଣ୍ଡରେ ବର୍ଷା ଯୋଗୁ ଫୁଲୁଛି ମହାନଦୀ । ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମର ୪ଟି ଗେଟ ଖୋଲା ଯାଇଛି । ଜଳଭଣ୍ଡାର ବାମପାର୍ଶ୍ବର ୩ଟି ଓ ଡାହାଣ ପାର୍ଶ୍ବର ୧ଟି ଖୋଲା ରହିଛି । ବର୍ତ୍ତମାନ ହୀରାକୁଦ…

ସରକାରଙ୍କ ବଡ଼ ଘୋଷଣା: ୨୯ରେ ସରକାରୀ ଅଫିସ୍‌ ଛୁଟି

ଭୂବନେଶ୍ୱର, ୨୩/୦୮ : ପ୍ରତିବର୍ଷ ପଶ୍ଚିମ ଓଡ଼ିଶାର ନୂଆଁଖାଇ ପରଦିନ ସରକାରୀ ଛୁଟି ଲାଗି ଦାବି ହୋଇ ଆସୁଥିଲା। ଭାଜପା ବିରୋଧୀଦଳରେ ଥିବାବେଳେ ଏହି ଦିନକୁ ସରକାରୀ ଛୁଟିି ପାଇଁ ଅଡ଼ି ବସିଥିଲା। ହେଲେ ତାହା ସମ୍ଭବ ହୋଇପାରୁ ନ ଥିବାବେଳେ…

ବିସିସିଆଇ ବରିଷ୍ଠ ଚୟନ ସମିତିର ସଦସ୍ୟ ହେବେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା !

ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା ବିସିସିଆଇ ବରିଷ୍ଠ ଚୟନ ସମିତିର ସଦସ୍ୟ ହୋଇପାରନ୍ତି। ପୁରୁଷ ଚୟନ ସମିତିରେ ୨ଟି ପଦ ଏବଂ ମହିଳା ଚୟନ ସମିତିରେ ୪ଟି ପଦ ପାଇଁ ବିସିସିଆଇ ଶୁକ୍ରବାର ବିଜ୍ଞାପନ ପ୍ରକାଶ…

ବେଆଇନ ଚାନ୍ଦା ଆଦାୟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବେଆଇନ୍‌ ଚାନ୍ଦା ଆଦାୟ କରୁଛନ୍ତି କି? ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ କଡ଼ା ନିର୍ଦ୍ଦେଶ। ସମସ୍ତ ଏସ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଦେଲେ ପୋଲିସ ଡିଜି। ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ। ପାର୍ବଣ ଋତୁରେ ନିରାପତ୍ତା ଓ…

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ; ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ

ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବୀନ ବାବୁଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ…

ଆଜିର ରାଶିଫଳ

🌅 ଆଜିର ରାଶିଫଳ (୨୨ ଅଗଷ୍ଟ 2025, ଶୁକ୍ରବାର) ମେଷ (Aries):ଆଜି ନୂଆ କାର୍ଯ୍ୟରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ପରିବାରରେ ଖୁସିର ମହଲ ରହିବ। ଆର୍ଥିକ ଦିଗରେ ନୂଆ ପ୍ରଗତି ସମ୍ଭବ। ବୃଷ (Taurus):ଆଜି ସତର୍କ ରହନ୍ତୁ। କାର୍ଯ୍ୟସ୍ଥଳରେ କିଛି…