Category: ଭୁବନେଶ୍ବର

ଖୁବଶୀଘ୍ର ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବ : ଗଣଶିକ୍ଷା ମନ୍ତ୍ରୀ

ଭୂବନେଶ୍ୱର, ୩୧/୦୭ : ଖୁବଶୀଘ୍ର ସ୍ବତନ୍ତ୍ର ହେବ ଓଟିଇଟି ପରୀକ୍ଷା । ପ୍ରଶ୍ନପତ୍ର ଲିକ ଘଟଣାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଯେଉଁମାନେ ଏଥିରେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ…

ଅଗଷ୍ଟ ୨ରେ ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା

ଭୁବନେଶ୍ୱର, ୩୧/୦୭ : ଅଗଷ୍ଟ ୨ ତାରିଖରେ ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ଉତ୍ତରପ୍ରଦେଶର ବାରଣାସୀରୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୦ ତମ କିସ୍ତି ପ୍ରଦାନ କରିବେ । ଏହି କିସ୍ତି ମାଧ୍ୟମରେ ଦେଶର ୯.୭…

କେନ୍ଦ୍ରକୁ ଡେପୁଟେସନରେ ଯିବେ ବରିଷ୍ଠ ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ

ବନେଶ୍ୱର, ୩୧/୦୭ : କେନ୍ଦ୍ରକୁ ଡେପୁଟେସନରେ ଯିବେ ଆଇପିଏସ ଆର ପି କୋଚେ ଏବଂ ଯଶୱନ୍ତ କୁମାର ଜେଠୱା । କେନ୍ଦ୍ରକୁ ଯିବାକୁ ଉଭୟଙ୍କ ନାଁ ଅନୁମତି ପ୍ରଦାନ କରିଛି ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି । ଆର ପି କୋଚେ…

ସତର୍କ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟାଜଳ; ଆନିକଟ ନିକଟରେ ୧୮.୧୨ ମିଟରରେ ପ୍ରବାହିତ

ସତର୍କ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟାଜଳ। ଆଖୁଆପଦା ଆନିକଟ ନିକଟରେ ୧୮.୧୨ ମିଟରରେ ପ୍ରବାହିତ ବନ୍ୟାଜଳ । ସତର୍କ ସଂକେତ ୧୭.୮୩ ମିଟର ଥିବା ବେଳେ ବିପଦ ସଂକେତ ୧୮.୩୩ ରହିଛି। Post Views: 22

ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଉତ୍ତର-ଓଡ଼ିଶାରେ କେମିତି ରହିଛି ବନ୍ୟା ସ୍ଥିତି । ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ସ୍ଥିତି ଦେଖି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଏରିଏଲ ସର୍ଭେ କରିଥିବା ବେଳେ ସାଙ୍ଗରେ ଥିଲେ ରାଜସ୍ୱ ଓ ବିପର୍ଯ୍ୟୟ…

୧୧ ଜଣ ବ୍ଲକ ଶିକ୍ଷା ଅଧିକାରୀ(BEO)ଙ୍କ ଦରମା ବନ୍ଦ

୧୧ ଜଣ ବ୍ଲକ ଶିକ୍ଷା ଅଧିକାରୀ(BEO)ଙ୍କ ଦରମା ବନ୍ଦ । ଜୁଲାଇ ମାସର ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ । ଏକ୍‌ ପେଡ୍‌ ମା’କେ ନାମ୍‌’ରେ ଗଛ ନଲଗାଇବା ଯୋଗୁଁ ଆକ୍ସନ୍। ଗଛ ଲଗାଇବାରେ ଟାର୍ଗେଟ୍‌ ପୂରଣ ନହେବାରୁ ଦରମା…

ଓଡ଼ିଶା ପତ୍ରକାର ସଂଘ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଶା ପତ୍ରକାର ସଂଘ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ ଭୁବନେଶ୍ୱର, ତା ୨୯.୦୭.୨୦୨୫ ରିଖ ରାଜ୍ୟ ସରକାର ଙ୍କ ଦ୍ଵାରା ସ୍ଵିକୃତି ପ୍ରାପ୍ତ ସାମ୍ବାଦିକ ସଂଗଠନ ଓଡ଼ିଶା ପତ୍ରକାର ସଂଘ ର ୧୬ ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ…

୨୯ରେ ଅନୁସୂଚିତ ଜାତି ଜନଜାତି ସଂସଦୀୟ ସମ୍ମିଳନୀ, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଗଷ୍ଟ ୨୯ ଓ ୩୦ରେ ଅନୁସୂଚିତ ଜାତି/ଜନଜାତି ସଂସଦୀୟ କମିଟି ସମ୍ମିଳନୀ । ୧୯୯୪ ପରେ ପ୍ରଥମ କରି ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ହେବ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିବେ ପ୍ରତିନିଧି । ସବୁ…

ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ : ସବୁଜ ନୁହେ ପାଇବେ ଗେରୁଆ

ଭୂବନେଶ୍ୱର, ୨୮/୦୭ : ଏଣିକି ବିଦ୍ୟାର୍ଥୀ ପାଇବେ ଗେରୁଆ ଆଇ-କାର୍ଡ । ୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ଅଷ୍ଟମ) ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି। ଏଥିରେ ଛାତ୍ରଛାତ୍ରୀଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଓ ଫୋନ୍…

ଜନନୀ ଯନ୍ତ୍ରଣା : ୨ କିଲୋମିଟର ଭାରରେ ବୁହାହେଲେ ଗର୍ଭବତୀ

ଭୂବନେଶ୍ୱର, ୨୮/୦୭ : ନବରଙ୍ଗପୁରରେ ଥମୁନି ଜନନୀ ଯନ୍ତ୍ରଣା । ୨କିମି ଭାରରେ ବୁହାହେଲେ ଗର୍ଭବତୀ । ମେଡିକାଲରେ ପହଞ୍ଚିବାପରେ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତେନ୍ତୁଳିଖୁଣ୍ଟି ବ୍ଲକର ବରଡ଼ାଯୋଡ଼ି…