ମୁହଁ ଖୋଲିଲେ ଅର୍ଚ୍ଚନା ନାଗ : ଫସିବେ କି ବିଜେଡିର ବଡ଼ ବଡ଼ିଆ ନେତା ଓ ପୋଲିସ ଅଧିକାରୀ
ଭୂବନେଶ୍ୱର, ୧୨/୦୭ : ହନିଟ୍ରାପ୍ ମାମଲାରେ ଗିରଫ ହୋଇଥିବା ଚର୍ଚ୍ଚିତ ମହିଳା ଅର୍ଚ୍ଚନା ନାଗ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଏବଂ ବଡ଼ ବଡ଼ ପୋଲିସ ଅଧିକାରୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ତାଙ୍କ ସହିତ ତାଙ୍କର…
