Category: ଭୁବନେଶ୍ବର

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଅବସରରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏଜି ଛକସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରିଛନ୍ତି। @IPR_Odisha ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଶ୍ରୀ ସରୋଜ ସାମଲଙ୍କ ସମେତ…

ଚାରି ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୁର ସଂଘ ତରଫରୁ ଚାରି ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନା ଯେ, ସର୍ବ ନିମ୍ନ ମଜୁରୀ ନାଁରେ ଶ୍ରମିକ ମାନଙ୍କ ସହିତ ଦୀର୍ଘ ଦିନ ଧରି କେବଳ ଚାଳନା ହୋଇ…

୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ୩ୟ ପର୍ଯ୍ୟାୟର ଶୁଭାରମ୍ଭ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ୩ୟ ପର୍ଯ୍ୟାୟର ଶୁଭାରମ୍ଭ କରି ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲ, ଅନୁଗୁଳର ୮୭ଟି, କେନ୍ଦୁଝରର ୫୭ଟି ଓ ଜଗତସିଂହପୁରର ୧୦୭ଟି ହାଇସ୍କୁଲ ଲୋକାର୍ପିତ କରିଛନ୍ତି। ୩ୟ ପର୍ଯ୍ୟାୟରେ…

ଆଜି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪ଟି ଜିଲ୍ଲାର ୩୫୭ ଗୋଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିବେ। ସେହି ଚାରି ଜିଲ୍ଲା ହେଉଛି ଗଞ୍ଜାମ | ଅନୁଗୁଳ | କେନ୍ଦୁଝର | ଜଗତସିଂହପୁର । Post Views: 12

ବିଜୁ ସେତୁ ଯୋଜନା”କୁ ସରକାର ୨୦୨୫-୨୬ ଆର୍ଥିକ ବୃଦ୍ଧି କରିଛନ୍ତି

ବିଜୁ ସେତୁ ଯୋଜନା”କୁ ସରକାର ୨୦୨୫-୨୬ ଆର୍ଥିକ ବୃଦ୍ଧି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଥିବା ସମସ୍ତ ଅସଂଯୋଜିତ ସ୍ଥାନଗୁଡିକୁ ସେତୁ ମାଧ୍ୟମରେ ଯୋଡିବା ଲକ୍ଷ୍ୟ ରଖୁ ରାଜ୍ୟ ସରକାର 2011-12 ବର୍ଷରେ ବିଜୁ ସେତୁ ଯୋଜନା ( ବି.ଏସ.ୟାଇ…

ଦ୍ବିତୀୟ ପର୍ଯ୍ୟାୟ ‘ସୁଧ ରିହାତି’ ବିତରଣ ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟର ୩୫ ଲକ୍ଷରୁ ଉର୍ଦ୍ଧ୍ବ କୃଷକ ପରିବାର ପାଇଁ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷିଋଣ ସମବାୟ ସମିତିମାନଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ‘ସୁଧ ରିହାତି’ ବିତରଣ କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏହାର…

ମୁଁ ଏବେ ନିର୍ଦ୍ଦଳୀୟ, ନିମନ୍ତ୍ରଣ ରକ୍ଷା କରି ଆସିଛି 

ମୁଁ ଏବେ ନିର୍ଦ୍ଦଳୀୟ, ନିମନ୍ତ୍ରଣ ରକ୍ଷା କରି ଆସିଛି ଆଜି ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନୀ ଉତ୍ସବରେ ତଥାଗତଙ୍କ ଉପସ୍ଥିତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି । ୨୦୧୯ ସାଧାରଣ ନିର୍ବାଚନ ଆଗରୁ…

ଆଜି ପବିତ୍ର ଅକ୍ଷୟ ତୃତୀୟା କୃଷକ ଦିବସ ଅବସରରେ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର ଅକ୍ଷୟ ତୃତୀୟା କୃଷକ ଦିବସ ଅବସରରେ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଯାଇ ସେଠାରେ ଅକ୍ଷୀ ମୁଠି ଅନୁକୂଳ କରି…

ମା ହାଡବାଇ ଠାକୁରାଣୀଙ୍କ ୭ମ ବାର୍ଷିକ ଉତ୍ସବ ପାଳିତ

ମା ହାଡବାଇ ଠାକୁରାଣୀଙ୍କ ୭ମ ବାର୍ଷିକ ଉତ୍ସବ ପାଳିତ ******************** ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ଉପକଣ୍ଠ ମା’ ହାଡବାଇଙ୍କ ୭ମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି. ଏହି ଉପଲକ୍ଷେ ଘୃତ ଯଜ୍ଞ ସହ ଭଜନ…

ଓଡିଶା ବ୍ରାହ୍ମଣ ମହାସଂଘର ସାଧାରଣ ଅଧିବେଶନ ଅନୁଷ୍ଠିତ

ଓଡିଶା ବ୍ରାହ୍ମଣ ମହାସଂଘର ସାଧାରଣ ଅଧିବେଶନ ଅନୁଷ୍ଠିତ ଭୁବନେଶ୍ୱର, ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଓଡିଶା ବ୍ରାହ୍ମଣ ମହାସଙ୍ଘର 19 ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି.ଆଜି ମଧ୍ୟ ମହାସଂଘ ତରଫରୁ ପର୍ଶୁରାମ ଜୟନ୍ତୀ ଏହିଠାରେ ପାଳନ କରାଯାଇଛି.…