Category: ଭୁବନେଶ୍ବର

ଜଳଛତ୍ର କେନ୍ଦ୍ର ଉଦଘାଟିତ

ଜଳଛତ୍ର କେନ୍ଦ୍ର ଉଦଘାଟିତ ଆଜି ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ନିର୍ଦେଶ କ୍ରମେ ସାଧାରଣ ପଥଚାରିଙ୍କୁ ପିଇବା ପାଣି ଯୋଗାଇ ଦେବା ନିମନ୍ତେ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଅନ୍ତର୍ଗତ ପୁରୁଣା ଥାନା ଛକ ଠାରେ…

ମା ଦରିଆଣିଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ

ମା ଦରିଆଣିଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ଭୁବନେଶ୍ୱର ଉପକଣ୍ଠ ଭୋଟପଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଦରିଆଣୀଙ୍କ ପୀଠରେ ପବିତ୍ର ଝାମୁଯାତ୍ରା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ଆଜି ସକାଳେ ମାନସିକ ଧାରୀ ଦଣ୍ଡୁଆମାନେ ଘଣ୍ଟ, ଘଣ୍ଟା ଢୋଲ ଓ…

ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ରାଜ୍ୟପାଳ

ଭାରତରତ୍ନ ବାବାସାହେବ ଡ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଏଜି ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପୁଷ୍ପମାଲ୍ଯ ଅର୍ପଣ କରିଛନ୍ତି। ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ବହୁ…

୨୩୧ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର

ରାଜଧାନୀ ଭୁବନେଶ୍ୱରର 75ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ଙ୍କ ପ୍ରତିନିଧି ଭାବରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଓଡ଼ିଶାରେ ରୋଜଗାର ମେଳାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ 231 ଜଣ…

ହରିଶ୍ଚନ୍ଦ୍ର ଯୋଜନାରେ ବୃଦ୍ଧି ହେବ ସହାୟତା ରାଶି

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ହରିଶ୍ଚନ୍ଦ୍ର ସହାୟତା ରାଶିକୁ ଗ୍ରାମାଞ୍ଚଳ ପାଇଁ ୨ହଜାରରୁ ୩ ହଜାର ଟଙ୍କା ଏବଂ ସହରାଞ୍ଚଳ ଓ ପୁରୀ ସ୍ବର୍ଗଦ୍ବାର ପାଇଁ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସୂଚନା ମୁତାବକ ଗ୍ରାମପଞ୍ଚାୟତରେ…

ଉତ୍କଳ ମଣ୍ଡପ ଓ ଜୟଦେବ ଭବନ ଠାରେ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ଏହି ଅଧିବେଶନରେ ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ, କମିଶନର ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ପ୍ରତିଷ୍ଠା ଦିବସ ପାଳନ କମିଟି ସଭାପତି ଶ୍ରୀ ପ୍ରଦୋଷ କୁମାର ପଟ୍ଟନାୟକ ଏବଂ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ତିନିଦିନିଆ…

୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ତିନି ଦିନିଆ ସମାରୋହକୁ ବାଚସ୍ପତି କଲେ ଉଦଘାଟନ

୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ତିନି ଦିନିଆ ସମାରୋହକୁ ଆଜି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ ଉତ୍ସବରେ ମନ୍ତୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ସମେତ ବିଧାୟକ, ମେୟର ଏବଂ ମୁଖ୍ଯ ଶାସନ ସଚିବ,…

“ପ୍ରବାସୀ ଓଡିଆ ନିର୍ଦ୍ଦେଶାଳୟ” ସ୍ଥାପନ କରିବାକୁ ଘୋଷଣା

ପ୍ରବାସୀ ଓଡିଆଙ୍କ ସାମଗ୍ରିକ ବିକାଶ, ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର ତଥା ପ୍ରବାସୀ ଓଡିଆଙ୍କ ସହଉତ୍ତମ ସମ୍ପର୍କ ସ୍ଥାପନ କରିବା ଇତ୍ୟାଦି ଲକ୍ଷ୍ଯ ନେଇ ଏକ ଐତିହାସିକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର “ପ୍ରବାସୀ ଓଡିଆ ନିର୍ଦ୍ଦେଶାଳୟ” ସ୍ଥାପନ କରିବାକୁ ଘୋଷଣା…

ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ

୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଏପ୍ରିଲ ୧୩ରୁ ୧୫ ତାରିଖ ତିନିଦିନ ଧରି ପାଳନ ହେବ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବେସାମରିକ ପ୍ୟାରେଡ, ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସ୍ବତନ୍ତ୍ର ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ରାଜ୍ୟ…

ରାଜ୍ଯ ସରକାର ଆରମ୍ଭ କରିବେ ଲୋକେସନ୍ ଆକ୍‌ସେସିବଲ୍ ମଲ୍ଟି ମୋଡାଲ୍ ଇନିସିଏଟିଭ୍ (ଲକ୍ଷ୍ମୀ) ଯୋଜନା

ରାଜ୍ୟର ଦୁର୍ଗମ ଅଞ୍ଚଳକୁ ବସ୍ ସେବା ଯୋଗାଇଦେବା ନିମନ୍ତେ ରାଜ୍ଯ ସରକାର ଆରମ୍ଭ କରିବେ ଲୋକେସନ୍ ଆକ୍‌ସେସିବଲ୍ ମଲ୍ଟି ମୋଡାଲ୍ ଇନିସିଏଟିଭ୍ (ଲକ୍ଷ୍ମୀ) ଯୋଜନା। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସରକାରୀ ବସ୍ ସେବା ଆରମ୍ଭ ହେବ। ଆସନ୍ତା ଗାନ୍ଧୀ ଜୟନ୍ତୀରୁ ଏହାର ଶୁଭାରମ୍ଭ…