Category: ଭୁବନେଶ୍ବର

ରଥଯାତ୍ରା ପୂର୍ବରୁ ପୁରୀରେ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି “ସମର୍ପଣ”ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

‘ଡିଜିଟାଲ ହୁଣ୍ଡି – ସମର୍ପଣ’ ଆପ୍- ଘରେ ରହି ମହାପ୍ରଭୁଙ୍କୁ ଦାନ କରିପାରିବେ ଶ୍ରଦ୍ଧାଳୁ ସ୍ୱଚ୍ଛ, ସହଜ ଓ ସମୟ ଉପଯୋଗୀ ବ୍ୟବସ୍ଥା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଶ୍ରୀ ମନ୍ଦିର ସହିତ ଏକ ପବିତ୍ର ସେତୁ ଭଳି ଯୋଡ଼ିବ ଏହି…

ଆଜିର ରାଶିଫଳ

🌞 ଜାଗ୍ରତ ଭାରତ ନ୍ୟୁଜ୍ ପାଇଁ ଆଜିର ରାଶିଫଳ 📅 ୧୬ ଜୁଲାଇ ୨୦୨୬, ଗୁରୁବାର ♈ ମେଷ: ଆଜି କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ଲାଭର ସୁଯୋଗ ରହିଛି।ଶୁଭ ରଙ୍ଗ: ଲାଲ | ଶୁଭ ସମୟ: ସକାଳ ୯:୦୦–୧୧:୦୦ ♉…

ସୁଶୃତ ହସ୍ପିଟାଲ ପାଳିଲା: ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସ ୨୦୨୬

ସୁଶୃତ ହସ୍ପିଟାଲ ପାଳିଲା: ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସ ୨୦୨୬ଆଜି ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସ ଅବସରରେ ସୁଶୃତ୍ ହସ୍ପିଟାଲ୍ ର ଓଡିଶା କସ୍ମେଟିକ୍ସ କ୍ଲିନିକ୍ ପକ୍ଷରୁ ଧୁମ୍ ଧାମରେ ପାଳନ କରାଯାଇଛି।ଆଜି ଶୁଶୃତ ହସ୍ପିଟାଲ ର କାର୍ଯ୍ୟକାରୀ ନିର୍ଦ୍ଧେଶକ ତଥା…

୨୬ ବର୍ଷ ପରେ ଜେଲ୍ ରୁ ମୁକୁଳିବେ ଦାରା ସିଂହ

ବହୁ ଚର୍ଚ୍ଚିତ ମିସନାରୀ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ପାଲ୍ ସିଂ ଓରଫ୍ ଦାରା ସିଂ ଜେଲରୁ ମୁକ୍ତ ହେବାକୁ ଯାଉଛନ୍ତି । ପ୍ରାୟ ୨୬ ବର୍ଷ ଧରି ଜେଲ୍‌ ଦଣ୍ଡାଦେଶ ଭୋଗିବା ପରେ ସୁପ୍ରିମକୋର୍ଟ ତାଙ୍କୁ…

ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ନିଯୁକ୍ତି: ୧୭୨୬ ବୈଷୟିକ ପଦବୀ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଆହୁରି ଦକ୍ଷ ଓ ସୁଦୃଢ଼ କରିବା ଦିଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ସାଧାରଣ ଲୋକଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ପାଇଁ ବିଭାଗ ଅଧୀନରେ ବହୁ ସଂଖ୍ୟକ ନୂତନ ବୈଷୟିକ…

ପବିତ୍ର ଘୋଷଯାତ୍ରା (ରଥଯାତ୍ରା) – ଇତିହାସ, ବିଶେଷ ବୈଶିଷ୍ଟ୍ୟ, ପୂଜାବିଧି ଓ ଜନ୍ମବୃତ୍ତାନ୍ତ

ପବିତ୍ର ଘୋଷଯାତ୍ରା (ରଥଯାତ୍ରା) – ଇତିହାସ, ବିଶେଷ ବୈଶିଷ୍ଟ୍ୟ, ପୂଜାବିଧି ଓ ଜନ୍ମବୃତ୍ତାନ୍ତ ତାରିଖ: ୧୬/୦୭/୨୦୨୬, ଗୁରୁବାର ପବିତ୍ର ଘୋଷଯାତ୍ରା, ଯାହାକୁ ରଥଯାତ୍ରା ନାମରେ ମଧ୍ୟ ଜଣାଯାଏ, ଶ୍ରୀଜଗନ୍ନାଥ ସଂସ୍କୃତିର ସର୍ବଶ୍ରେଷ୍ଠ ମହାପର୍ବ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଜଗନ୍ନାଥ,…

ଆଜିର ରାଶିଫଳ

🌟 ଆଜିର ରାଶିଫଳ (୧୫ ଜୁଲାଇ ୨୦୨୬, ବୁଧବାର) ♈ ମେଷ ରାଶିଫଳ: କର୍ମକ୍ଷେତ୍ରରେ ସଫଳତା ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ଶୁଭ ଫଳାଫଳ: ଚାକିରି ଓ ବ୍ୟବସାୟରେ ଉନ୍ନତି। ଶୁଭ ସଂଖ୍ୟା: ୯ ଶୁଭ ରଙ୍ଗ: ଲାଲ ଶୁଭ…

ରାଜ୍ୟ କ୍ୟାବିନେଟ୍: ୭ ବିଭାଗର ୧୩ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ବୈଠକ ଶେଷ ହେବା ପରେ ମୁଖ୍ୟ ସଚିବ ଅନୁ ଗର୍ଗ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏନେଇ…

ହର୍ମୁଜ ପ୍ରଣାଳୀରେ ୨ ତେଲ ଟାଙ୍କର ଉପରକୁ କ୍ଷେପଣାସ୍ତ୍ର ମାଡ଼: ଭାରତୀୟ ମୃତ

ନୁଆଦିଲ୍ଲୀ: ଇରାନର କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁଇଟି ପ୍ରମୁଖ ତେଲ ଟାଙ୍କର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୮ ଜଣ ଆହତ ହୋଇଛନ୍ତି…

ବିଧାନସଭା ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର:ମାନବସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିରାଶ୍ରୟ ଓ ନିଃସହାୟ ବ୍ୟକ୍ତିମାନଙ୍କର ସେବାକରି ନିଜର ସେବା ମନୋବୃତ୍ତିକୁ ଯେଭଳି ଚରିତାର୍ଥ କରିଥିଲେ, ସେଭଳି ଯୁବସମାଜକୁ ଆଦର୍ଶ ମାର୍ଗରେ ଗଢ଼ିତୋଳିବା ପାଇଁ ସର୍ବଦା ତତ୍ପର ଥିଲେ…