Spread the love

NEW STEWART SCHOOL ର 32
ତମ ପ୍ରତିଷ୍ଠା ଦିବସ

ସ୍ଥାନ କଟକ

ତାରିଖ 21/07/23


କଟକ ମିସନ୍ ରୋଡ ସ୍ଥିତ ନିଉ ଷ୍ଟୁଆର୍ଟ୍ ସ୍କୁଲର 32 ତମ
ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି, ବିଦ୍ୟାଳୟର ଅଧ୍ୟକ୍ଷ
ରେଭେରେଣ୍ଡ ଡିକନ ମୋଜେସ ମହାନ୍ତି ଙ୍କ ସଭାପତିତ୍ବରେ
ମିସନ୍ ରୋଡ ସ୍ଥିତ ଓଡ଼ିଆ ବ୍ୟାପଟିଷ୍ଟ ଚର୍ଚ୍ଚ ହଲ୍ ଠାରେ
ଏକ ସଭା ଅନୁଷ୍ଠିତ ହୋଇଥିଲା, ବିଦ୍ୟାଳୟର ପ୍ରତିଷ୍ଠା
ଦିବସ ଉପଲକ୍ଷେ ଇଶ୍ଵର ଙ୍କ ବାକ୍ଯ ପ୍ରଦାନ କରିଥିଲେ
ବିଦ୍ୟାଳୟର ଅଧ୍ୟକ୍ଷ ପ୍ରାରମ୍ଭିକ ପ୍ରାର୍ଥନା କରିବା ସହିତ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ, ବିଦ୍ୟାଳୟର ସଙ୍ଗୀତ ଦଳ ସଙ୍ଗୀତ ପରିବେଷଣ କରିଥିଲେ, ଏହି କାର୍ଯକ୍ରମରେ ଅତିଥି ଭାବରେ ସ୍କୁଲର ସମୁହ ମୁଖ୍ୟ
କାର୍ଯ୍ୟନିର୍ବାହୀ ଅଧିକାରୀ ଆଇନଜିବୀ ବିଭୁଦତ୍ତ ଦାସ
ରେଭେରେଣ୍ଡ ପରିତୋଶ ରାଉତ, ରେଭେରେଣ୍ଡ ଡକ୍ଟର
ନିହାର କୁମାର ବର୍ଧନ, ଭୁବନେଶ୍ବର ଷ୍ଟୁଆର୍ଟ୍ ସ୍କୁଲ ର
ଅଧକ୍ଷl ରଶ୍ମି ରେଖା ସେନାପତି, କଟକ ଷ୍ଟୁଆର୍ଟ୍ ସ୍କୁଲର
କାର୍ଯ୍ୟନିର୍ବାହୀ ଅଧକ୍ଷ୍ୟl ଶ୍ରୀମତୀ ମାର୍ଟିନl ଦାସ, କଟକ
ବ୍ୟାପଟିଷ୍ଟ ଚର୍ଚ୍ଚ ର ସଭାପତି ଶ୍ରୀଯୁକ୍ତ ପ୍ରେମ ସୁନ୍ଦର ରାଉତ
ଓ ପିଟର ଆଡମସ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ
ବିଦ୍ୟାଳୟର ସଂଯୋଜିକା ଶ୍ରୀମତୀ ମୌସୁମି ଦାସ ସୁମିତ୍ରା
ପଣ୍ଡା, ଆଲୋକ ପ୍ରକାଶ ସାହୁ, ଏବଂ ସୁଲତା ବେହେରା
ପରିଚାଳନା କରିଥିଲେ। ଏହି କାର୍ଯକ୍ରମରେ ବିଦ୍ୟାଳୟର
ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଶେଷରେ ସଂଯୋଜିକା ମୌସୁମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *