Spread the love

ଅକ୍ଷୟ ତୃତୀୟା ପାଇଁ ସୁନା ଅଳଙ୍କାର ଦୋକାନ ରେ ଭିଡ

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଢେଙ୍କାନାଳ ସହର ବିଭିନ୍ନ ଅଳଙ୍କାର ଦୋକାନଗୁଡିକ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
ଅଳଙ୍କାର ଦୋକାନଗୁଡିକ ମଧ୍ୟରୁ ରତ୍ନ ଅଳଙ୍କାର, ଶ୍ରୀଗଣେଷ ଜୁଏଲାରୀ, ହିନ୍ଦୁସ୍ଥାନ ଜୁଏଲର୍ସ ଓ ଅନ୍ୟାନ୍ୟ ଦୋକାନ ଗୁଡ଼ିକ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଉପହାର ମଧ୍ୟ ରଖିଥିବାବେଳେ ଗ୍ରାହକ ଉତ୍କଣ୍ଠା ସହ ସୁନା ଅଳଙ୍କାର କିଣୁଛନ୍ତି। ଧନତରାସ ଓ ଅକ୍ଷୟ ତୃତୀୟା ରେ ସୁନା ଅଳଙ୍କାର କିଣିବା ଶୁଭ ବେଳେ ମାନିଥାନ୍ତି ।

Leave a Reply

Your email address will not be published. Required fields are marked *