Spread the love

ଢେଙ୍କାନାଳ କାରିଗର ସାହି ପକ୍ଷରୁ ଗଣେଶ ପୂଜା ପାଳିତ

ଢେଙ୍କାନାଳ କାରିଗର ସାହି ପକ୍ଷରୁ ଗଣେଶ ପୂଜା ପାଳିତ ହୋଇଯାଇଛି।୧୯୮୩ ମସିହାରୁ ଗଣେଶ ପୂଜା ପାଳିତ ହୋଇଆସୁଛି। କଳସ ସ୍ଥାପନ,ମଣ୍ଡଳ ପୂଜା, ଗଣେଶଙ୍କୁ ଷୋଡ଼ଶ ଉପଚାରରେ ପୂଜା ଓ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା। ପୂଜକ ଗୋବିନ୍ଦ ନନା, କର୍ତ୍ତା ଦିଲୁ ମହାରଣା, ସଭାପତି ନିଲୁ ଦଲେଇ,ସମ୍ପାଦକ ସାଧବ ବେହେରା,ରାଜା ଦାସ,ଶରତ ବେହେରା,ଜଗନ ବେହେରା,ସୁପୁନୁ ଦଲେଇ,ରାଜା ବେହେରା,ସୁଭମ୍ ବାରିକ, ରଞ୍ଜିତ ଦଳେଇ, ଲିକୁ ବେହେରା, ବୁଲୁ ଦଳେଇ, ହେମନ୍ତ ଦଳେଇ, ସୁବ୍ରତ ବେହେରା,ସୁଶୀ ଦଳେଇ,ଶ୍ରବଣ ବେହେରା ଇତ୍ୟାଦି କର୍ମକର୍ତ୍ତାଙ୍କ ଉପସ୍ଥିତରେ ଗଣେଶ ପୂଜା ସମ୍ପାଦନ ହୋଇଥିଲା

Leave a Reply

Your email address will not be published. Required fields are marked *