Spread the love

ଶ୍ରୀ ରାମ ଙ୍କ ମନ୍ଦିର ନିର୍ମାଣ ସକାଶେ ରାମ ମନ୍ଦିର ଆଧ୍ୟାତ୍ମିକ କେନ୍ଦ୍ର ଟ୍ରଷ୍ଟ ତରଫରୁ ଭୂମିପୂଜା ଅନୁଷ୍ଠିତ


ପାଟଣା, କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାୟତ ଅଁଳା ଡିହା ଗ୍ରାମ ବୈତରଣୀ ନଦୀ କୂଳରେ ରବିବାର ପବିତ୍ର ଅକ୍ଷୟ ତୃତୀୟା ଅବସର ରେ ଶ୍ରୀରାମ ଙ୍କ ମନ୍ଦିର ନିର୍ମାଣ ସକାଶେ ରାମ ମନ୍ଦିର ଆଧ୍ୟାତ୍ମିକ କେନ୍ଦ୍ର ଟ୍ରଷ୍ଟ ତରଫରୁ ଭୂମିପୂଜା ଅନୁଷ୍ଠିତ ହୋଇଛି।ପୂଜକ ଭାବେ ପଣ୍ଡିତ ଅଲେଖଚନ୍ଦ୍ର ତ୍ରିପାଠୀ ଓ ବୀର ମୋହନ ଦ୍ବିବେଦୀ ପୂଜା ଅର୍ଚନା କରିଥିବା ବେଳେ କର୍ତା ଭାବେ ଟ୍ରଷ୍ଟି ମଦନ ମୋହନ ଦ୍ବିବେଦୀ ଦେବ ନୀତି ସମ୍ପାଦନ କରିଥିଲେ।କାର୍ଯ୍ୟକ୍ରମ ରେ ଭାଜପା ନେତା ନେତା ଅଖିଳ ନାଏକ, ପୂର୍ବତନ ସାହାରପଡା ବ୍ଲକ ଅଧକ୍ଷ ଗୋୖତମ ନାଏକ, ପୂର୍ବତନ ପାଟଣା ବ୍ଲକ ଅଧକ୍ଷ ବିଦ୍ୟାଧର ଦାଶ , ପ୍ରମୁଖ ଯୋଗ ଦେଇଥିବା ବେଳେ ନିଳାମ୍ବର ମହାନ୍ତ, ଲମ୍ବଧର ମହାନ୍ତ, ପ୍ରଫୁଲ ଚନ୍ଦ୍ର ମହାନ୍ତ,କୈଳାଶମହାନ୍ତ, ସ୍ଥାନୀୟ ସମିତି ସଭ୍ୟ ପ୍ରଦୀପ କୁମାର ନାଏକପ୍ରମୁଖ ଯୋଗ ଦେଇଥିଲେ।କମିଟି ସଦସ୍ୟ ସନ୍ତଷ କୁମାର ମହାପାତ୍ର, ତ୍ରିଲୋଚନ ମହାନ୍ତ, ଅଖିଳା ନନ୍ଦ ମହାନ୍ତ, ଶିଳ୍ପୀ ମନରଞ୍ଜନ ମହାରଣା, ଭୂମି ଦାନ କରିଥିଲେ ନିଳା ମ୍ବର ମହାନ୍ତ

କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *