Spread the love

ମାଂ ଜଗତ ଜନନୀ ପେନ୍ଡ୍ରାଣୀ ଙ୍କ ଦଶହରା ପର୍ବ..!

ଜୁନାଗଡ଼… 17/11/(ବାଲେଶ୍ୱର ସୁନାନୀ, ଜାଗ୍ରତ ଭାରତ )ମାଂ ଜଗତ ଜନନୀ ପେନ୍ଡ୍ରାଣୀ ଙ୍କ ପବିତ୍ର ଦଶହରା ପର୍ବ ମହା ଆଡମ୍ବରରେ ପାଳିତ ହୋଇଯାଇଛି, ଏହି ପର୍ବ ସାଧାରଣ ତ ପ୍ରତ୍ୟେକ ଗାଁ ଗଣ୍ଡାରେ ପାଳନ କରିଥିବା ବେଳେ, ଆଜି ଜୁନାଗଡ଼ ବ୍ଲକ ମହିଭର ଗ୍ରାମରେ ଧୁମ ଧାମ ରେ ପାଳିତ ହୋଇଯାଇଛି, ଏହି ପର୍ବରେ ସହ ସହ ଶ୍ରଦ୍ଧାଳୁ ମାଂ ଙ୍କ ଦର୍ଶନ ପାଇଁ, ନିଜର ମାନସିକ ପୂରଣ ପାଇଁ ଧାଇଁ ଆସିଥାନ୍ତି, ଏହା ଦୀର୍ଘ ଦିନରୁପ୍ରଥକ୍ଷ୍ୟ ଦେବି ମାଂ ପେନ୍ଡ୍ରାଣୀ ରୂପରେ ପୂଜାପାଇଥାନ୍ତି,ଜେମାନସିକ କରେ ତାର ମାନସିକ ପୂରଣ ହୋଇଥାଏ, ତେଣୁ ଭକ୍ତ ବିଶ୍ୱାସ ଜନ୍ମୟୀ ମାଂ ଙ୍କ ଦର୍ଶନ ପାଇଁ ଧାଇଁ ଆସିଥାନ୍ତି, ଏହି ମାଂ ଙ୍କ ପୂଜକ ଶ୍ରୀ ରାଇଧର ସୁନାନୀ ପୂଜା କରୁଥିବା ବେଳେ, ଏବେ ତାଙ୍କର ସୁପୁତ୍ର ଶ୍ରୀ ନିରଞ୍ଜନ ସୁନାନୀ ମାଂ ଙ୍କ ପୂଜାର୍ଚନା କରୁଛନ୍ତି, ଏବଂ ମାଂ ଙ୍କ ପୂଜାପାଇଁ ଶ୍ରୀ ବିଷ୍ଣୁ ଚରଣ ସୁନାନୀ, ଭୁବନ ସୁନାନୀ, ସମ୍ପତି ରଣା, ଦର୍ଶନ ନାଏକ, ସୁଧାଂଶୁ ସୁନାନୀ, ଚିତୃ ସୁନାନୀ, ନେପାଳ ରଣା, ପନୁ ନାଏକ, ରାତାଙ୍ଗ ନାଏକ, ହିରଣ୍ୟ ନାଏକ, କ୍ରିଷ୍ଣା ନାଏକ, ଚନ୍ଦରେଶ ନାଏକ, ରାଜଧାନୀ ନାଏକ, ଶ୍ୟାମ ପାନ, ତୁଷାର ନାଏକ, ବିଜୟ ନାଏକ, ହିମାଂଶୁ ସୁନାନୀ,ସହଯୋଗ କରିଥିବାବେଳେ, ମନୁଷ୍ୟ ଶରୀରରେ ସିରାରୂପରେ ମାଂ ପେନ୍ଡ୍ରାଣୀ ହାତରେ ଗୋପା, ଧରି, ଗାଦି, ଲାଠି ସହିତ ଲାହା ଲାହା ଜିନ୍ହା ସିନ୍ଦୁର ମୁହିଁ ରୂପରେ ଆବିର୍ଭାବ ହୋଇଥାନ୍ତି, ଏବଂ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି, ଏବଂ ପୂଜା ଶେଷରେ ପ୍ରସାଦ ସେବନ କରି ଭକ୍ତ ଆନନ୍ଦ ରେ ଯାଇଥାନ୍ତି।

Leave a Reply

Your email address will not be published. Required fields are marked *

You missed