Spread the love

ଅନୁଗୁଳ ଵ୍ଲକ ର ନନ୍ଦପୁର ପଞ୍ଚାୟତ ରେ ପାହାଡ ଉପରେ ଥିଵା ଜନଜାତି ଗାଁ ପଵଲାରେ କିଛି ସାମାଜିକ ମୁଲ୍ୟଵୋଧ ଵୁଝିଥିଵା ଵ୍ୟକ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସଭ୍ୟ ଜଗତରୁ ଵିଛିନ୍ନ ଏହି ପାହାଡ଼ ଉପଳ ଗାଁ ଏକଦା ଚର୍ଚ୍ଚାରେ ଥିଲା । ସ୍ଵର୍ଗତ ନଵ ଵାଵୁ ଓ ମାଳତୀ ଦେଵୀ ୨୯୫୯ ମସିହାରେ ଏଠାକୁ ଆସି ଜନଜାତି ମାନଙ୍କ ସହ ରହିଥିଲେ । ସେମାନଙ୍କୁ ନିଶା ଠାରୁ ଦୂରେଇ ରଖିବା ସହ ସାମାଜିକ ଚଳଣି ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ । ଆଜି ଏହି ଅଵଶରରେ ନାଲକୋ ର କେତେକ ସ୍ଵେଛ୍ଛାସେଵି ଜନଜାତି ଵସ୍ତି ଵାସୀଙ୍କ ସହ ଆଲୋଚନା ପରେ କିଛି ଆବଶ୍ୟକ ସାମଗ୍ରୀ ମଧ୍ୟ ଦେଇଥିଲେ ।

Leave a Reply

Your email address will not be published. Required fields are marked *