Spread the love

ଆଉ ନାହାନ୍ତି ନାମିକା ମିଠା ମିସ୍ତ୍ରୀ କେଶରୀ ଲାଲ୍ ସାହୁ

କିଛି ଦିନ ତଳେ ଖବର ମିଳିଲା ଝୁମ୍ପୁରା ର ନାମିକା ମିଠା ମିସ୍ତ୍ରୀ କେଶରୀ ଲାଲ୍ ସାହୁ ଏକ ରାସ୍ତା ଦୁର୍ଘଟଣା ର ସମ୍ମୁଖିନ ହୋଇ ଆହତ ହୋଇଛନ୍ତି ସଙ୍ଗେ ସଙ୍ଗେ Sk Shafik ଏବଂ ତାଙ୍କ ସହଯୋଗୀ ଚିକିତ୍ସାଳୟ କୁ ନେଇ ତାଙ୍କ ଚିକିତ୍ସା ବ୍ୟବସ୍ଥା କୋରାଇଥିଲେ କିନ୍ତୁ ଦୁଖଃର ବିଷୟ ଜେ କିଛି ସମୟ ପରେ ସେ ମୃତ୍ୟୁବରଣ କରି ଆର ପାରି କୁ ଚାଲିଗଲେ…ତାଙ୍କ ନିଜ ଛୁଆ ପିଲା ସ୍ତ୍ରୀ କିମ୍ବା ପରିବାର ନଥିବାରୁ ତାଙ୍କ ଶେଷ କାର୍ଯ୍ୟ ରେ ମଧ୍ୟ Sk Shafik ଏବଂ ତାଙ୍କ ସହଯୋଗୀ ଓ ଝୁମ୍ପୁରା ପୋଲିସ୍ ପ୍ରଶାସନ ଙ୍କ ମିଳିତ ସହଜୋଗ ରେ ଅନ୍ତିମ ସଂସ୍କାର କରା ଯାଇଥିଲା
ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *