Spread the love

ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା

ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ।
ଲୋକସଭାରେ ଦିନ ୧୨ଟାରେ ଆରମ୍ଭ ହେବ ବିତର୍କ।
କଂଗ୍ରେସ ପକ୍ଷରୁ ମତ ରଖିବେ ସାଂସଦ ରାହୁଲ ଗାନ୍ଧି l

ଅନାସ୍ଥା ପ୍ରସ୍ତାବ ନେଇ ଲୋକସଭାରେ ବିତର୍କ ଆରମ୍ଭ, ବିରୋଧୀ କଂଗ୍ରେସ ପକ୍ଷରୁ ଗୌରବ ଗୋଗୋଇ ଆରମ୍ଭ କଲେ ତର୍କ, ବିତର୍କ ଆରମ୍ଭରୁ ଲୋକସଭାରେ ସରଗରମ ସ୍ଥିତି l

Leave a Reply

Your email address will not be published. Required fields are marked *