Spread the love

ଆତ୍ମସୁରକ୍ଷ୍ୟା ତାଲିମ ଶିବିର ଉଦଯାପିତ:

ବରଗଡ଼ ଜିଲ୍ଲା ଅମ୍ବାଭୋନା ଅନ୍ତର୍ଗତ ଭୁକ୍ତା ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଲାଗି ଆତ୍ମସୁରକ୍ଷ୍ୟା ତାଲିମ ଶିବିର ଉଦଯାପିତ ହୋଇଯାଇଛି।ତାଲିମ ଶିବିର କୁ ଅଧ୍ୟକ୍ଷ ଶ୍ରୀ ଧ୍ରୁବ ଚରଣ ସା ଉଦ୍ଯାପନି ଉତ୍ସବରେ ଉପସ୍ଥିତ ରହି 10 ଦିନ ଧରି ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ମାନଙ୍କୁ ତାଲିମ ସାର୍ଟିଫିକେଟ ପ୍ରଦାନ କରିଥିଲେ।ନୋଡାଲ ଅଫିସର ଶ୍ରୀ ଶୁଭେନ୍ଧୁ ପ୍ରକାଶ ସାହୁ ଙ୍କ ତତ୍ୱାବଧାନ ରେ 168 ଜଣ ଛାତ୍ରୀ ଙ୍କୁ ମାଷ୍ଟର ଟ୍ରେନର୍ ଅଲିଭା ବରିହା ଓ ଯମୁନା ଭୋଇ ପ୍ରଶିକ୍ଷଣ ଦେଉଥିବା ସହ ତାଲିମ ଶିବିର ଟି ଉଦଯାପିତ ହୋଇଥିଲା।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *