Spread the love

ଦୁର୍ଘଟଣାରେ ଆହତଙ୍କ ପାଇଁ ଦେବଦୂତ ସାଜୁଥିବା ସ୍ବେଚ୍ଛାସେବୀ ଅଭୟ କୁମାର ପଣ୍ଡାଙ୍କୁ ମିଳିଲା “ରିୟଲ ହିରୋ” ସମ୍ମାନ
——————————

ବରଗଡ଼ ଜିଲ୍ଲା ଅମ୍ବାଭୋନା ସଦର ଗ୍ରାମର ସ୍ବେଚ୍ଛାସେବୀ ଅଭୟ କୁମାର ପଣ୍ଡାଙ୍କୁ ମିଳିଲା ସମ୍ମାନ ଜନକ “ରିୟଲ ହିରୋ” ସମ୍ମାନ।ଅନେକ ଥର ଦୁର୍ଘଟଣାରେ ଆହତ ମାନଙ୍କୁ ନିଜେ ଡାକ୍ତରଖାନାକୁ ନେଇ ବହୁମୂଲ୍ୟ ଜୀବନ ବଞ୍ଚେଇବା ପାଇଁ ତଥା ସଡ଼କ ସୁରକ୍ଷା ନିମନ୍ତେ ଦୀର୍ଘ ବର୍ଷ ଧରି ସଚେତନତା ସୃଷ୍ଟି କରିଆସୁଥିବା ପାଇଁ ବରଗଡ଼ ଜିଲ୍ଲା ଆଞ୍ଚଳିକ ପରିବହନ କେନ୍ଦ୍ର ତରଫରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଉଦଯାପନୀ ଉତ୍ସବରେ ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।ଅଭୟ କୁମାର ପଣ୍ଡା ଙ୍କୁ ସାଧାରଣ ରେ ପ୍ରସଂସା କରୁଛନ୍ତି ଅନେକ ବୁଦ୍ଧି ଜିବି। ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *