Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଏଲପିଜି ଗ୍ରାହକଙ୍କ ଲାଗି ମିସ୍ଡ କଲ ସେବା ସୁବିଧା

 

 

ଜେ ବି ଏନ, ୧୧/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଏଲ୍‍ପିଜି ସିଲିଣ୍ଡର ବୁକିଂ କରିବାପାଇଁ ତୈଳକମ୍ପାନୀଗୁଡିକ ମିସଡ୍‍ କଲ ସେବା ସୁବିଧା ଉପଲବ୍ଧ କରିଛନ୍ତି । ମିସ୍‍ଡ କଲ ସେବା ସୁବିଧା ପାଇଁ ଉପଲବ୍ଧ ଟେଲିଫୋନ୍‍ ନମ୍ବରଗୁଡିକ ହେଉଛି :

 

IOCL – 8454955555

 

BPCL – 7710955555

 

HPCL – 9439602222

 

ଏହି ସୂଚନା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲିଖିତ ଉତ୍ତର ଆକାରରେ ରାଜ୍ୟ ସଭାରେ ପ୍ରଦାନ କରିଛନ୍ତି ।