ମୁଖ୍ୟମନ୍ତ୍ରୀ ନବୀନ ଦେଶର ୨ୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାର ଗୌରବ ଅର୍ଜନ କରିଛନ୍ତି । ଦେଶର ପ୍ରଥମ ଭାବେ ସିକ୍କିମର ପୂ. CM ପୱନ ଚାମଲିଙ୍ଗ ଲଗାତାର ୨୪ ବର୍ଷ ୧୬୬ ଦିନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।