Spread the love

ଓଡିଶା ଦିବସରେ ଓଡିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଜିଲ୍ଲାପାଳ 

 

ଜେ ବି ଏନ, ୦୧/୦୪ /୨୦୨୧, (ରିପୋର୍ଟ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ, ସୁଦାମ ଚରଣ ସାହୁ)ବୌଦ୍ଧ : ଆଜି ଓଡିଶା ଦିବସ ଅବସରରେ ମହାତ୍ମା ଗାନ୍ଧୀ, ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ, ଵି. ଆର. ଆମ୍ବେଦକର, ସ୍ୱଭାବ କବି ଗଙ୍ଗାଧର, ବିଜୁ ପଟ୍ଟନାୟକ, ନଟବର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲାପାଳ ବୌଦ୍ଧ ମାଲ୍ୟାର୍ପଣ କରିଛନ୍ତି। ଏହି ଅବସରରେ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ଙ୍କ ସମେତ ସମ୍ବାଦିକ ମାନେ ଉପସ୍ଥିତ ଥିଲେ l