Spread the love

କଣିହାଁ ବନାଞ୍ଚଳ ପକ୍ଷରୁ ବନ ସୁରକ୍ଷା ନିମନ୍ତେ ସୟଂସହାୟକ ଗୋଷ୍ଠୀ ମାନଙ୍କୁ ସଚେତନ ଶିବିର

ତାରିଖ ୧୨/୦୧/୨୬: ଆଜି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ କଣିହାଁ ବନାଞ୍ଚଳ ପରିସରରେ ଓଡିଶା ସରକାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବନ ସରକ୍ଷଣ ସମିତି ଅଧିନସ୍ଥ ସ୍ଵଂୟ ସହାୟକ ଗୋଷ୍ଠୀ ସଶକ୍ତିକରଣଆଜି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ କଣିହାଁ ବନାଞ୍ଚଳ ପରିସରରେ ଓଡିଶା ସରକାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବନ ସରକ୍ଷଣ ସମିତି ଅଧିନସ୍ଥ ସ୍ଵଂୟ ସହାୟକ ଗୋଷ୍ଠୀ ସଶକ୍ତିକରଣ ଜୀବିକା ପ୍ରୋତ୍ସାହନ ନିମନ୍ତେ ହାତଯନ୍ତ୍ର ଓ ବୈଦୁତିକ ଯନ୍ତ୍ରାଂଶ ବିତରଣ ଏବଂ ଧନ୍ଦାମୂଳକ ଶିକ୍ଷା ଓ ବୃତ୍ତିଗତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୁଖ୍ୟ ଅତିଥି ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପାଲଲହଡା ବିଧାୟକ ଅଶୋକ ମହାନ୍ତି,ଅନୁଗୋଳ ଡିଏଫୋ ନୀତିଶ କୁମାର, ଆରସିସିଏଫ ସଞ୍ଜୟ କୁମାର ସ୍ବାଇଁ, ଏସିଏଫ ସିଦ୍ଧାର୍ଥ ଜୈନ, କଣିହାଁ ସରପଞ୍ଚ ରଂଜିତା ବେହେରା ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ବୃଦ୍ଧି ସୁରକ୍ଷା ନିମନ୍ତେ ସମସ୍ତ ଙ୍କୁ ସଚେତନ କରିଥିଲେ। କଣିହାଁ ବନାଞ୍ଚଳ ଅଧୀନରେ ଥିବା ସମସ୍ତ ସୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଏହି ଶିବିରରେ ଯୋଗଦେଇ ସେମାନଙ୍କ ଦ୍ୱାରା ଉତ୍ପାଦିତ କରୁଥିବା ସମସ୍ତ ସାମଗ୍ରୀ ପରିବେଷଣ କାରିଥିଲେ। କଣିହାଁ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଜୀବିକା ପ୍ରୋତ୍ସାହନ ନିମନ୍ତେ ହାତଯନ୍ତ୍ର ଓ ବୈଦୁତିକ ଯନ୍ତ୍ରାଂଶ ବିତରଣ ଏବଂ ଧନ୍ଦାମୂଳକ ଶିକ୍ଷା ଓ ବୃତ୍ତିଗତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୁଖ୍ୟ ଅତିଥି ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପାଲଲହଡା ବିଧାୟକ ଅଶୋକ ମହାନ୍ତି,ଅନୁଗୋଳ ଡିଏଫୋ ନୀତିଶ କୁମାର, ଆରସିସିଏଫ ସଞ୍ଜୟ କୁମାର ସ୍ବାଇଁ, ଏସିଏଫ ସିଦ୍ଧାର୍ଥ ଜୈନ, କଣିହାଁ ସରପଞ୍ଚ ରଂଜିତା ବେହେରା ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ବୃଦ୍ଧି ସୁରକ୍ଷା ନିମନ୍ତେ ସମସ୍ତ ଙ୍କୁ ସଚେତନ କରିଥିଲେ। କଣିହାଁ ବନାଞ୍ଚଳ ଅଧୀନରେ ଥିବା ସମସ୍ତ ସୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଏହି ଶିବିରରେ ଯୋଗଦେଇ ସେମାନଙ୍କ ଦ୍ୱାରା ଉତ୍ପାଦିତ କରୁଥିବା ସମସ୍ତ ସାମଗ୍ରୀ ପରିବେଷଣ କାରିଥିଲେ। କଣିହାଁ ଅଞ୍ଚଳର ବହୁଜନସାଧାରଣ ଓ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେବା ସହ କଣିହାଁ ବନାଧିକାରୀ ଓ ତାଙ୍କ କାର୍ଯ୍ୟାଳୟର ସମସ୍ତ ସଦସ୍ୟ ଙ୍କ ସହଯୋଗ ରେ ଉକ୍ତ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *