Spread the love

ମାଲକାନଗିରି ମୋଟରୁ ପଞ୍ଚାୟତ, ମେଟାଗୁଡା ଗାଁରେ କାନ୍ଥ ପଡି ଶିଶୁ କନ୍ୟା ମୃତ । ବାପା, ମା’ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଶୋଇଥିବା ଅବସ୍ଥାରେ ଭୁଷୁଡିପଡିଲା କାନ୍ଥ ।

Leave a Reply

Your email address will not be published. Required fields are marked *