Spread the love

କେନ୍ଦୁଝର /-୫ଟି ସଚିବ ଭି.କେ ପାଣ୍ଡିଆନ କେନ୍ଦୁଝର ଗ୍ରସ୍ତ ଅବସରରେ ଗଲେ ଭୁମକୁଣ୍ଡ, ବିଶ୍ୱ ସ୍ଥରୀୟ କରିବା ପାଇଁ ଦେଲେ ପ୍ରତିଶୃତି!

କେନ୍ଦୁଝର ଜିଲ୍ଲା କୁ ୫ଟି ସଚିବ ଭିକେ ପାଣ୍ଡିଆନ ୨ଦିନିଆ କେନ୍ଦୁଝର ଗ୍ରସ୍ତକର୍ମରେ ଆଜି ପ୍ରଥମେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିବା ସହ ସାଧାରଣ ସଭାରେ ଯୋଗଦାନ କରି ଲୋକମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। । ୫ଟି ସଚିବ ଙ୍କ ୨ଦିନିଆ ଗ୍ରସ୍ତ ର ପ୍ରଥମ ଦିନରେ ଭୀମକୁଣ୍ଡ କୁ ଏକ ଆନ୍ତର୍ଜାତି ପର୍ଯ୍ୟଟନ ସ୍ଥଳୀ କରିବାକୁ ପ୍ରତିଶ୍ରୁତି ଦେବା ସହ ମୁଖ୍ୟମନ୍ତ୍ରୀ ଠାରୁ ଅନୁମୋଦନ ହେବା କିପରି କାର୍ଯ୍ୟକାରୀ ଦେବ ତାହା ଜିଲ୍ଲାପାଳ କୁ ନିର୍ଦେଶ ଦେବା ସହିତ ମିଶନ ଶକ୍ତି ମହିଳା ଙ୍କୁ ସଶକ୍ତି କରଣ କରିବାକୁ ଆହ୍ୱାନ ଦେଇଛନ୍ତି । ଏହାପରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଭିମୁଖେ ଯାଇ ଆଜି ଘଟଗାଁ ଦଂଶନ କରିବା ସହିତ ପୁଣି ଥରେ ଫେରି ଯାଇଛନ୍ତି ବୋଲି ସୂଚନା ମିଳିଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *