Spread the love

ଢେଙ୍କାନାଳ ପୈାରପାଳିକା ନୂତନ ପୈାରନିର୍ବାହୀ ଅଧିକାରୀ ଯୋଗଦାନ

ଢେଙ୍କାନାଳ ପୌରପାଳିକାରେ ନୂତନ ପୈାରନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ଦେବି ପ୍ରସାଦ ରାଉତ । ସେ ଆଗରୁ ଭଦ୍ରକ ପୈାରପାଳିକା ରେ କାର୍ଯ୍ୟ କରୁଥିବାବେଳେ ଢେଙ୍କାନାଳ ପୈାରପାଳିକାରେ ନୂତନ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଓ ଆଗକୁ ଉନ୍ନତିକର କାମ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *